ବଦଳିଲା ମୁଖ୍ୟମନ୍ତ୍ରୀଙ୍କ ବସିବା ଦିଗ, ଏହା ପଛରେ ରହିଛି ବଡ଼ କାରଣ, ଜାଣନ୍ତୁ କ’ଣ କହିଲେ ବାସ୍ତୁବିତ୍
ଭୁବନେଶ୍ୱର,୪।୭: ଲୋକସେବା ଭବନ ନିଜ କାର୍ଯ୍ୟାଳୟରେ ବସିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି। ନବୀନ ପଟ୍ଟନାୟକ ଯେଉଁ ପ୍ରକୋଷ୍ଠରେ ବସୁଥିଲେ, ସେଇଠି ମୋହନ ବସିଛନ୍ତି। ତେବେ ସିଏମଓ ଆସବାବପତ୍ର ସହ ଚେୟାର ଦିଗ ବି ବଦଳାଯାଇଛି। ଚେୟାର ଦିଗ ସଂପର୍କରେ ବାସ୍ତୁବିତ୍ ମନୋଜ ଲେଙ୍କାଙ୍କ ସୂଚନା ଦେଇ କହିଛନ୍ତି, ପୂର୍ବରୁ ନବୀନ ବାବୁଙ୍କ ଚେୟାର ଦକ୍ଷିଣାଭିମୁଖୀ ଥିଲା। ଏବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଚେୟାର ପୂର୍ବାଭିମୁଖୀ କରାଗଲା। ଚେୟାର ପୂର୍ବାଭିମୁଖୀ ରହିଲେ ବସୁଥିବା ଲୋକ ରାଜ୍ୟର ଚିନ୍ତା କରିବେ […] The post ବଦଳିଲା ମୁଖ୍ୟମନ୍ତ୍ରୀଙ୍କ ବସିବା ଦିଗ, ଏହା ପଛରେ ରହିଛି ବଡ଼ କାରଣ, ଜାଣନ୍ତୁ କ’ଣ କହିଲେ ବାସ୍ତୁବିତ୍ appeared first on Dharitri Odia News.
ଭୁବନେଶ୍ୱର,୪।୭: ଲୋକସେବା ଭବନ ନିଜ କାର୍ଯ୍ୟାଳୟରେ ବସିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି। ନବୀନ ପଟ୍ଟନାୟକ ଯେଉଁ ପ୍ରକୋଷ୍ଠରେ ବସୁଥିଲେ, ସେଇଠି ମୋହନ ବସିଛନ୍ତି। ତେବେ ସିଏମଓ ଆସବାବପତ୍ର ସହ ଚେୟାର ଦିଗ ବି ବଦଳାଯାଇଛି। ଚେୟାର ଦିଗ ସଂପର୍କରେ ବାସ୍ତୁବିତ୍ ମନୋଜ ଲେଙ୍କାଙ୍କ ସୂଚନା ଦେଇ କହିଛନ୍ତି, ପୂର୍ବରୁ ନବୀନ ବାବୁଙ୍କ ଚେୟାର ଦକ୍ଷିଣାଭିମୁଖୀ ଥିଲା। ଏବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଚେୟାର ପୂର୍ବାଭିମୁଖୀ କରାଗଲା। ଚେୟାର ପୂର୍ବାଭିମୁଖୀ ରହିଲେ ବସୁଥିବା ଲୋକ ରାଜ୍ୟର ଚିନ୍ତା କରିବେ ଏବଂ ଜନମାନସ ସହ ମିଶି କରି ରହିବେ। ଏହାଦ୍ବାରା ୩ ମାସ ମଧ୍ୟରେ ରାଜ୍ୟର ବହୁତ ଉନ୍ନତି ହେବ।
The post ବଦଳିଲା ମୁଖ୍ୟମନ୍ତ୍ରୀଙ୍କ ବସିବା ଦିଗ, ଏହା ପଛରେ ରହିଛି ବଡ଼ କାରଣ, ଜାଣନ୍ତୁ କ’ଣ କହିଲେ ବାସ୍ତୁବିତ୍ appeared first on Dharitri Odia News.