ବଦ୍ରିଙ୍କୁ ଟାର୍ଗେଟ କଲେ ଜୟଦେବ

ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆର୍ଥିକ ଅନିୟମିତତା ଘଟଣାରେ ଗିରଫ ହୋଇଥିବା ବିଜେଡି ନେତା ସୌମ୍ୟଶଙ୍କର ଚକ୍ର ଓରଫ ରାଜା ଚକ୍ର ଜେଲ୍ ଯାଇଛନ୍ତି। ଯାହାକୁ ନେଇ ବିଧାୟକ ବଦ୍ରୀ ପାତ୍ରଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ! 

ବଦ୍ରିଙ୍କୁ ଟାର୍ଗେଟ କଲେ ଜୟଦେବ
Array