ବନ୍ଧାହେଲେ ନିଲମ୍ବିତ ଜଳେଶ୍ବର ଥାନା ଅଧିକାରୀ ଧନେଶ୍ବର ସାହୁ, ବ୍ରାଉନସୁଗାର ମାଫିଆଙ୍କ ସହ ଥିଲା ଲିଙ୍କ୍

ବାଲେଶ୍ବର ୧୫।୩: ଗିରଫ ହେଲେ ଥାନା ନିଲମ୍ବିତ ଅଧିକାରୀ । ଦୀର୍ଘ ଦିନ ପରେ କଟକ ସ୍ଥିତ ବାସଭବନରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ବ୍ରାଉନସୁଗାର ବେପାରୀଙ୍କ ସହ ଯୋଗସୂତ୍ର ନେଇ ଖବର ପ୍ରସାରଣ ପର ଠାରୁ ଫେରାର ଥିଲେ । ଗିରଫ ଥାନା ଅଧିକାରୀ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ଜଳେଶ୍ବର ଥାନାର ନିଲମ୍ବିତ ଥାନା ଅଧିକାରୀ ଇନ୍ସପେକ୍ଟର ଧନେଶ୍ୱର ସାହୁ ଗିରଫ ହୋଇଛନ୍ତି । ୨୦୨୦ ମସିହାରେ ଜଳେଶ୍ବର ଥାନାରେ ଥିବାବେଳେ ଧନେଶ୍ୱର ସାହୁଙ୍କର ବ୍ରାଉନସୁଗାର ମାଫିଆଙ୍କ ସହ ଲିଙ୍କ ନେଇ ଖବର ପ୍ରସାରଣ ହୋଇଥିଲା । ପରଦିନ ତାଙ୍କୁ ପୋଲିସ ହେଡ୍ କ୍ୱାର୍ଟରକୁ ବଦଳି କରାଯାଇଥିଲା । ପୋଲିସ ଡିଜି ତାଙ୍କୁ ନିଲମ୍ବିତ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ସମ୍ବେଦନଶୀଳ ଘଟଣାକୁ ତଦନ୍ତ କରୁଥିଲା କ୍ରାଇମବ୍ରାଞ୍ଚ । ଘଟଣା ପର ଠାରୁ ଧନେଶ୍ୱର ସାହୁ ଫେରାର ହୋଇଯାଇଥିଲେ । ତେବେ ଦୀର୍ଘ ଦିନ ପରେ କଟକ ଜିଲ୍ଲା ନରସିଂହପୁରରୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । You Can Read :ବିଜେପିରେ ମିଶିଲେ ଗୁଣୁପୁରର ପୂର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ 

ବନ୍ଧାହେଲେ ନିଲମ୍ବିତ ଜଳେଶ୍ବର ଥାନା ଅଧିକାରୀ ଧନେଶ୍ବର ସାହୁ, ବ୍ରାଉନସୁଗାର ମାଫିଆଙ୍କ ସହ ଥିଲା ଲିଙ୍କ୍

ବାଲେଶ୍ବର ୫।୩: ଗିରଫ ହେଲେ ଥାନା ନିଲମ୍ବିତ ଅଧିକାରୀ । ଦୀର୍ଘ ଦିନ ପରେ କଟକ ସ୍ଥିତ ବାସଭବନରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ବ୍ରାଉନସୁଗାର ବେପାରୀଙ୍କ ସହ ଯୋଗସୂତ୍ର ନେଇ ଖବର ପ୍ରସାରଣ ପର ଠାରୁ ଫେରାର ଥିଲେ । ଗିରଫ ଥାନା ଅଧିକାରୀ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ଜଳେଶ୍ବର ଥାନାର ନିଲମ୍ବିତ ଥାନା ଅଧିକାରୀ ଇନ୍ସପେକ୍ଟର ଧନେଶ୍ୱର ସାହୁ ଗିରଫ ହୋଇଛନ୍ତି । 

୨୦୨୦ ମସିହାରେ ଜଳେଶ୍ବର ଥାନାରେ ଥିବାବେଳେ ଧନେଶ୍ୱର ସାହୁଙ୍କର ବ୍ରାଉନସୁଗାର ମାଫିଆଙ୍କ ସହ ଲିଙ୍କ ନେଇ ଖବର ପ୍ରସାରଣ ହୋଇଥିଲା । ପରଦିନ ତାଙ୍କୁ ପୋଲିସ ହେଡ୍ କ୍ୱାର୍ଟରକୁ ବଦଳି କରାଯାଇଥିଲା । ପୋଲିସ ଡିଜି ତାଙ୍କୁ ନିଲମ୍ବିତ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ସମ୍ବେଦନଶୀଳ ଘଟଣାକୁ ତଦନ୍ତ କରୁଥିଲା କ୍ରାଇମବ୍ରାଞ୍ଚ । ଘଟଣା ପର ଠାରୁ ଧନେଶ୍ୱର ସାହୁ ଫେରାର ହୋଇଯାଇଥିଲେ । ତେବେ ଦୀର୍ଘ ଦିନ ପରେ କଟକ ଜିଲ୍ଲା ନରସିଂହପୁରରୁ କ୍ରାଇମବ୍ରାଞ୍ଚ ଗିରଫ କରିଛି ।

 You Can Read :

ବିଜେପିରେ ମିଶିଲେ ଗୁଣୁପୁରର ପୂର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ