ବନ୍ଧୁକ ମୁନରେ ୧୫ ଲକ୍ଷ ଟଙ୍କା ଲୁଟ୍, ବାଇକ୍ରେ ଆସିଥିଲେ ୨ ମୁଖାପିନ୍ଧା ଦୁର୍ବୃତ୍ତ
କେନ୍ଦୁଝର ୬।୫: ବନ୍ଧୁକ ମୁନରେ ୧୫ ଲକ୍ଷ ଟଙ୍କା ଲୁଟ୍ । କେନ୍ଦୁଝର ସଦର ଥାନାର ଠାକୁରଡିହି ଛକ ନିକଟ ବଜରଙ୍ଗୀ ଢାବା ନିକଟରୁ ଲୁଟ୍ ହୋଇଛି । କଳ୍ପନା ଟ୍ରାନ୍ସପୋର୍ଟର କର୍ମଚାରୀଙ୍କ ଠାରୁ ପ୍ରାୟ ୧୫ ଲକ୍ଷ ଟଙ୍କା ଲୁଟ୍ ଆଭିଯୋଗ ହୋଇଛି । ବାଇକ୍ରେ ଆସିଥିଲେ ୨ ମୁଖାପିନ୍ଧା ଦୁର୍ବୃତ୍ତ । ବନ୍ଧୁକ ଓ ଖଣ୍ଡା ଦେଖାଇ ଲୁଟିନେଲେ ଟଙ୍କା ।You Can Read :ଜୁନ୍ ୯ରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ, ଭବାନୀପାଟଣା ସଭାରେ ପାଣ୍ଡିଆନ୍ଙ୍କ ଦୃଢୋକ୍ତି
କେନ୍ଦୁଝର ୬।୫: ବନ୍ଧୁକ ମୁନରେ ୧୫ ଲକ୍ଷ ଟଙ୍କା ଲୁଟ୍ । କେନ୍ଦୁଝର ସଦର ଥାନାର ଠାକୁରଡିହି ଛକ ନିକଟ ବଜରଙ୍ଗୀ ଢାବା ନିକଟରୁ ଲୁଟ୍ ହୋଇଛି । କଳ୍ପନା ଟ୍ରାନ୍ସପୋର୍ଟର କର୍ମଚାରୀଙ୍କ ଠାରୁ ପ୍ରାୟ ୧୫ ଲକ୍ଷ ଟଙ୍କା ଲୁଟ୍ ଆଭିଯୋଗ ହୋଇଛି । ବାଇକ୍ରେ ଆସିଥିଲେ ୨ ମୁଖାପିନ୍ଧା ଦୁର୍ବୃତ୍ତ । ବନ୍ଧୁକ ଓ ଖଣ୍ଡା ଦେଖାଇ ଲୁଟିନେଲେ ଟଙ୍କା ।
You Can Read :
ଜୁନ୍ ୯ରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ, ଭବାନୀପାଟଣା ସଭାରେ ପାଣ୍ଡିଆନ୍ଙ୍କ ଦୃଢୋକ୍ତି