ବରଗଡ଼ ଜିଲା ଓକିଲ ସଂଘ ନିର୍ବାଚନ: ଭୀଷ୍ମଦେବ ସଭାପତି, ଦ୍ୟୁତିଶ ସମ୍ପାଦକ
ବରଗଡ଼,୩୦ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଓକିଲ ସଂଘ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ନିର୍ବାଚନରେ ଭୀଷ୍ମଦେବ ସରାଫ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ଦ୍ୟୁତିଶ ଆଚାର୍ଯ୍ୟ ସମ୍ପାଦକ, କାଳୀଚରଣ ଦାଶ ଉପସଭାପତି, ସୁକୁମାର ସାହୁ ଯୁଗ୍ମ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। କିଶୋର ଚନ୍ଦ୍ର ଦାଶ, ସୁକାନ୍ତ କୁମାର ଦାଶ, ଅନୁପ କୁମାର ଶତପଥୀ, ଲଲାଟେନ୍ଦୁ ବେହେରା, ଆଶୁତୋଷ ରଥ କାର୍ଯ୍ୟକାରିଣୀ ସଭ୍ୟଭାବେ ମନୋନୀତ ହୋଇଛନ୍ତି। ବରିଷ୍ଠ ଆଡ୍ଭୋକେଟ୍ ବେଲାଳସେନ ସରାଫ ନିର୍ବାଚନ ଅଧିକାରୀ […] The post ବରଗଡ଼ ଜିଲା ଓକିଲ ସଂଘ ନିର୍ବାଚନ: ଭୀଷ୍ମଦେବ ସଭାପତି, ଦ୍ୟୁତିଶ ସମ୍ପାଦକ appeared first on Dharitri Odia News.
ବରଗଡ଼,୩୦ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଓକିଲ ସଂଘ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ନିର୍ବାଚନରେ ଭୀଷ୍ମଦେବ ସରାଫ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ଦ୍ୟୁତିଶ ଆଚାର୍ଯ୍ୟ ସମ୍ପାଦକ, କାଳୀଚରଣ ଦାଶ ଉପସଭାପତି, ସୁକୁମାର ସାହୁ ଯୁଗ୍ମ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। କିଶୋର ଚନ୍ଦ୍ର ଦାଶ, ସୁକାନ୍ତ କୁମାର ଦାଶ, ଅନୁପ କୁମାର ଶତପଥୀ, ଲଲାଟେନ୍ଦୁ ବେହେରା, ଆଶୁତୋଷ ରଥ କାର୍ଯ୍ୟକାରିଣୀ ସଭ୍ୟଭାବେ ମନୋନୀତ ହୋଇଛନ୍ତି। ବରିଷ୍ଠ ଆଡ୍ଭୋକେଟ୍ ବେଲାଳସେନ ସରାଫ ନିର୍ବାଚନ ଅଧିକାରୀ ଥିଲେ।
The post ବରଗଡ଼ ଜିଲା ଓକିଲ ସଂଘ ନିର୍ବାଚନ: ଭୀଷ୍ମଦେବ ସଭାପତି, ଦ୍ୟୁତିଶ ସମ୍ପାଦକ appeared first on Dharitri Odia News.