ବରଗଡ଼ ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ଦିନକ ପୂର୍ବରୁ ଆସିଥିଲେ

ବରଗଡ଼, ୨୯। ୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କାରାଗାରରେ ବିଚାରାଧୀନ କଏଦୀଭାବେ ରହିଥିବା ଜଣେ ଯୁବକଙ୍କ ମଙ୍ଗଳବାର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଲେ ଝାରବନ୍ଧ ଥାନା ଜାମପାଲି ଗ୍ରାମର ନୃପତ୍‌ ସାହୁ(୨୬)। ସେ ପୋକ୍ସୋ ଆକ୍ଟରେ ଗିରଫ ହୋଇ ସୋମବାର ଉକ୍ତ କାରାଗାରକୁ ଆସିଥିଲେ। ତେବେ କାରାଗାରକୁ ଆସିବାର ପରଦିନ ତାଙ୍କ ମୃତ୍ୟୁ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ତେବେ କିଭଳି ସ୍ଥିତିରେ ତାଙ୍କ ମୃତ୍ୟୁ ହୋଇଛି, ତାହା ଜଣାପଡିନାହିଁ। The post ବରଗଡ଼ ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ଦିନକ ପୂର୍ବରୁ ଆସିଥିଲେ appeared first on Dharitri Odia News.

ବରଗଡ଼ ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ଦିନକ ପୂର୍ବରୁ ଆସିଥିଲେ

ବରଗଡ଼, ୨୯। ୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କାରାଗାରରେ ବିଚାରାଧୀନ କଏଦୀଭାବେ ରହିଥିବା ଜଣେ ଯୁବକଙ୍କ ମଙ୍ଗଳବାର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଲେ ଝାରବନ୍ଧ ଥାନା ଜାମପାଲି ଗ୍ରାମର ନୃପତ୍‌ ସାହୁ(୨୬)। ସେ ପୋକ୍ସୋ ଆକ୍ଟରେ ଗିରଫ ହୋଇ ସୋମବାର ଉକ୍ତ କାରାଗାରକୁ ଆସିଥିଲେ। ତେବେ କାରାଗାରକୁ ଆସିବାର ପରଦିନ ତାଙ୍କ ମୃତ୍ୟୁ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ତେବେ କିଭଳି ସ୍ଥିତିରେ ତାଙ୍କ ମୃତ୍ୟୁ ହୋଇଛି, ତାହା ଜଣାପଡିନାହିଁ।

The post ବରଗଡ଼ ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ଦିନକ ପୂର୍ବରୁ ଆସିଥିଲେ appeared first on Dharitri Odia News.