ବରଗଡ଼ରେ ବିଜେଡିର ମହାମିଶ୍ରଣ ପର୍ବ

ନନ୍ଦିଘୋଷ ବ୍ୟୁରୋ: ବରଗଡ଼ ବିଜେଡି ବିଧାୟକ ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟଙ୍କ ନେତୃତ୍ଵରେ ମହାମିଶ୍ରଣ ପର୍ବ। ବରଗଡ଼ ନିର୍ବାଚନ ମଣ୍ଡଳୀରେ ବଢିବାକୁ... The post ବରଗଡ଼ରେ ବିଜେଡିର ମହାମିଶ୍ରଣ ପର୍ବ appeared first on .

ବରଗଡ଼ରେ ବିଜେଡିର ମହାମିଶ୍ରଣ ପର୍ବ

ନନ୍ଦିଘୋଷ ବ୍ୟୁରୋ: ବରଗଡ଼ ବିଜେଡି ବିଧାୟକ ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟଙ୍କ ନେତୃତ୍ଵରେ ମହାମିଶ୍ରଣ ପର୍ବ। ବରଗଡ଼ ନିର୍ବାଚନ ମଣ୍ଡଳୀରେ ବଢିବାକୁ ଲାଗିଛି ବିଜେଡିର ବଳ ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବନ୍ଦା ଗ୍ରାମ ପଞ୍ଚାୟତର ଶତାଧିକ ବିଜେପି କର୍ମୀ ନିଜ ଦଳ ଛାଡ଼ି ଦେବେଶ ଆଚାର୍ଯ୍ୟଙ୍କ ଦୃଢ଼ ନେତୃତ୍ବରେ ବିଶ୍ବାସ କରି ବିଜେଡି ଦଳରେ ସାମିଲ ହୋଇଛନ୍ତି ।  ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବାକୁ ଦୃଢ଼ ସଂକଳ୍ପ ନେଇଛନ୍ତି ସମସ୍ତେ। ତେବେ ବନ୍ଦା ଗ୍ରାମ ପଞ୍ଚାୟତର  ରମେଶ ପାତ୍ର, ଅରବିନ୍ଦ ପ୍ରଧାନ, କୃପାସିନ୍ଧୁ ରଣା, କାଳିଆ ପାଣଗ୍ରାହୀ, ନାରାୟଣ ପ୍ରଧାନ, ପିଣ୍ଟୁ ବିଶି ପ୍ରମୁଖ ବିଜେଡିରେ ଯୋଗଦେଇଛନ୍ତି।

The post ବରଗଡ଼ରେ ବିଜେଡିର ମହାମିଶ୍ରଣ ପର୍ବ appeared first on .