ବରାହ ଅବତାରରେ ଦର୍ଶନ ଦେଲେ କାଳିଆ ସାଆନ୍ତ
ପୁରୁଷୋତ୍ତମପୁର,୧୦।୭(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ରଥସାହି ଜଗନ୍ନାଥ ଆଡପ ମଣ୍ଡପରେ ବୁଧବାର ବରାହ ଅବତାରରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଏହାକୁ ଦେଖିବାସହ କାଳିଆ ସାଆନ୍ତଙ୍କ ଆର୍ଶୀବାଦ ଭିକ୍ଷା ଲାଗି ପ୍ରବଳ ଜନସମାଗମ ହୋଇଥିଲା। The post ବରାହ ଅବତାରରେ ଦର୍ଶନ ଦେଲେ କାଳିଆ ସାଆନ୍ତ appeared first on Dharitri Odia News.
ପୁରୁଷୋତ୍ତମପୁର,୧୦।୭(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ରଥସାହି ଜଗନ୍ନାଥ ଆଡପ ମଣ୍ଡପରେ ବୁଧବାର ବରାହ ଅବତାରରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଏହାକୁ ଦେଖିବାସହ କାଳିଆ ସାଆନ୍ତଙ୍କ ଆର୍ଶୀବାଦ ଭିକ୍ଷା ଲାଗି ପ୍ରବଳ ଜନସମାଗମ ହୋଇଥିଲା।
The post ବରାହ ଅବତାରରେ ଦର୍ଶନ ଦେଲେ କାଳିଆ ସାଆନ୍ତ appeared first on Dharitri Odia News.