ବରିଷ୍ଠ IPS ଅରୁଣ ଷଡ଼ଙ୍ଗୀ ହେଲେ OPSC ଅଧ୍ୟକ୍ଷ, ୬ ବର୍ଷ କିମ୍ବା ୬୨ବର୍ଷ ବୟସ ଯାଏଁ ନିଯୁକ୍ତି

ଭୁବନେଶ୍ବର ୨୭।୯: ବରିଷ୍ଠ IPS ଅଫିସର ଅରୁଣ ଷଡ଼ଙ୍ଗୀ ହେଲେ OPSCର ନୂଆ ଚେୟାରମ୍ୟାନ୍ । ୬ ବର୍ଷ କିମ୍ବା ୬୨ ବର୍ଷ ବୟସ ପର୍ଯ୍ୟନ୍ତ ମିଳିଲା ନିଯୁକ୍ତି । ରାଜ୍ୟ ସରକାର ଅରୁଣ ଷଡ଼ଙ୍ଗୀଙ୍କୁ ଏହି ପଦରେ ନିଯୁକ୍ତ କରିଛନ୍ତି । ତେବେ ବର୍ତ୍ତମାନ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ନିର୍ଦ୍ଦେଶକ ଅଛନ୍ତି ଅରୁଣ ଷଡ଼ଙ୍ଗୀ । ଏହା ପୂର୍ବରୁ ଅରୁଣ ଇନ୍‌ଚାର୍ଜ ପୋଲିସ ଡିଜି ଥିଲେ ।You Can Read:ସୁବର୍ଣ୍ଣରେଖାରେ ଓଲଟିଲା କଦଳୀ ଭେଳା : ଜଣେ ମୃତ, ଜଣେ ଗୁରୁତର

ବରିଷ୍ଠ IPS ଅରୁଣ ଷଡ଼ଙ୍ଗୀ ହେଲେ OPSC ଅଧ୍ୟକ୍ଷ, ୬ ବର୍ଷ କିମ୍ବା ୬୨ବର୍ଷ ବୟସ ଯାଏଁ ନିଯୁକ୍ତି

ଭୁବନେଶ୍ବର ୨୭।୯: ବରିଷ୍ଠ IPS ଅଫିସର ଅରୁଣ ଷଡ଼ଙ୍ଗୀ ହେଲେ OPSCର ନୂଆ ଚେୟାରମ୍ୟାନ୍ । ୬ ବର୍ଷ କିମ୍ବା ୬୨ ବର୍ଷ ବୟସ ପର୍ଯ୍ୟନ୍ତ ମିଳିଲା ନିଯୁକ୍ତି । ରାଜ୍ୟ ସରକାର ଅରୁଣ ଷଡ଼ଙ୍ଗୀଙ୍କୁ ଏହି ପଦରେ ନିଯୁକ୍ତ କରିଛନ୍ତି । 

ତେବେ ବର୍ତ୍ତମାନ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ନିର୍ଦ୍ଦେଶକ ଅଛନ୍ତି ଅରୁଣ ଷଡ଼ଙ୍ଗୀ । ଏହା ପୂର୍ବରୁ ଅରୁଣ ଇନ୍‌ଚାର୍ଜ ପୋଲିସ ଡିଜି ଥିଲେ ।

You Can Read:

ସୁବର୍ଣ୍ଣରେଖାରେ ଓଲଟିଲା କଦଳୀ ଭେଳା : ଜଣେ ମୃତ, ଜଣେ ଗୁରୁତର