ବରିଷ୍ଠ ଆଇଏଏସସ୍ତରରେ ଅଦଳବଦଳ, ଖାଦ୍ୟ ଯୋଗାଣ ସଚିବ ହେଲେ ବରିଷ୍ଠ ଆଇଏଏସ ଅଧିକାରୀ ସଞ୍ଜୟ ସିଂହ

ଭୁବନେଶ୍ୱର : ବରିଷ୍ଠ ଆଇଏଏସସ୍ତରରେ ଅଦଳବଦଳ ।  ବଦଳିଲେ ଖାଦ୍ୟ ଯୋଗାଣ, ଶକ୍ତି, ପଞ୍ଚାୟତିରାଜ ଓ ଅବକାରୀ ସଚିବ । ଖାଦ୍ୟ ଯୋଗାଣ ସଚିବ ହେଲେ ବରିଷ୍ଠ ଆଇଏଏସ ଅଧିକାରୀ ସଞ୍ଜୟ ସିଂହ । ସେହିଭଳି ଶକ୍ତି ବିଭାଗର ସଚିବ ହେଲେ ବିଶାଲ ଦେବ । ପଞ୍ଚାୟତିରାଜ ବିଭାଗର ସଚିବ ହେଲେ ଗିରିଶ ଏସଏନ । ଅବକାରୀ ସଚିବ ହେଲେ ଗୁହା ପୁନମ ତାପସ କୁମାର । ନଭେମ୍ବର ୨୧ରୁ ରାଜ୍ୟରେ ଧାନ ପ୍ରକ୍ରିୟା ଆରମ୍ଭ ହେଉଛି […] The post ବରିଷ୍ଠ ଆଇଏଏସସ୍ତରରେ ଅଦଳବଦଳ, ଖାଦ୍ୟ ଯୋଗାଣ ସଚିବ ହେଲେ ବରିଷ୍ଠ ଆଇଏଏସ ଅଧିକାରୀ ସଞ୍ଜୟ ସିଂହ appeared first on KNews Odisha.

ବରିଷ୍ଠ ଆଇଏଏସସ୍ତରରେ ଅଦଳବଦଳ, ଖାଦ୍ୟ ଯୋଗାଣ ସଚିବ ହେଲେ ବରିଷ୍ଠ ଆଇଏଏସ ଅଧିକାରୀ ସଞ୍ଜୟ ସିଂହ
s.singh

ଭୁବନେଶ୍ୱର : ବରିଷ୍ଠ ଆଇଏଏସସ୍ତରରେ ଅଦଳବଦଳ ।  ବଦଳିଲେ ଖାଦ୍ୟ ଯୋଗାଣ, ଶକ୍ତି, ପଞ୍ଚାୟତିରାଜ ଓ ଅବକାରୀ ସଚିବ । ଖାଦ୍ୟ ଯୋଗାଣ ସଚିବ ହେଲେ ବରିଷ୍ଠ ଆଇଏଏସ ଅଧିକାରୀ ସଞ୍ଜୟ ସିଂହ । ସେହିଭଳି ଶକ୍ତି ବିଭାଗର ସଚିବ ହେଲେ ବିଶାଲ ଦେବ । ପଞ୍ଚାୟତିରାଜ ବିଭାଗର ସଚିବ ହେଲେ ଗିରିଶ ଏସଏନ । ଅବକାରୀ ସଚିବ ହେଲେ ଗୁହା ପୁନମ ତାପସ କୁମାର ।

ନଭେମ୍ବର ୨୧ରୁ ରାଜ୍ୟରେ ଧାନ ପ୍ରକ୍ରିୟା ଆରମ୍ଭ ହେଉଛି । ଏଥର କ୍ବିଣ୍ଟାଲ ପିଛା ୩୧୦୦ ଶହ ଟଙ୍କାରେ କିଣିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ତେଣୁ ରାଜ୍ୟ ସରକାରଙ୍କ ଆଗରେ ଧାନ କିଣାକୁ ବଡ଼ ଆହ୍ବାନ ଥିବାବେଳେ ତା ପୂର୍ବରୁ ଖାଦ୍ୟ ଯୋଗାଣ ସଚିବଙ୍କୁ ବଦଳାଇ ଦେଇଛନ୍ତି । ସେହିପରି ବରିଷ୍ଠ ଆଇଏଏସ ଅଧିକାରୀ ଦେଓ ରଞ୍ଜନ ସିଂଙ୍କୁ OFDCର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି । ଭାସ୍କର ଜ୍ୟୋତି ଶର୍ମାଙ୍କୁ OPTCL ଏମଡି ଭାବେ ଅତିରିକ୍ତ ଦାୟିତ୍ବ ।

 

The post ବରିଷ୍ଠ ଆଇଏଏସସ୍ତରରେ ଅଦଳବଦଳ, ଖାଦ୍ୟ ଯୋଗାଣ ସଚିବ ହେଲେ ବରିଷ୍ଠ ଆଇଏଏସ ଅଧିକାରୀ ସଞ୍ଜୟ ସିଂହ appeared first on KNews Odisha.