ବର୍ଡର-ଗାଭାସ୍କର ଟ୍ରଫି; ୫୩୩ ରନରେ ଟିମ୍ ଇଣ୍ଡିଆର ଇନିଂସ ଘୋଷଣା, ଟାର୍ଗେଟ୍ ୫୩୪ ରନ୍
ପର୍ଥ: ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍ ଜାରି ରହିଛି । ପର୍ଥରେ ଭାରତୀୟ ବୋଲରଙ୍କ ପରେ ବ୍ୟାଟରଙ୍କ ଦବଦବା ଦେଖିବାକୁ ମିଳିଛି । ଯଶସ୍ବୀ ଜୈସ୍ବାଲଙ୍କ ପରେ ବିରାଟ୍ କୋହଲି ଶତକୀୟ ଇନିଂସ ଖେଳିଛନ୍ତି । ଟିମ୍ ଇଣ଼୍ଡିଆ ଦ୍ବିତୀୟ ଇନିଂସରେ ୬ ଓ୍ବିକେଟ୍ ବିନିମୟରେ ୪୮୭ ରନ କରି ପାଳି ଘୋଷଣା କରିଛି । ଯାହାଫଳରେ ଘରୋଇ ଅଷ୍ଟ୍ରେଲିଆ ସମ୍ନାରେ ୫୩୩ ରନ ବିଶାଳ ଟାର୍ଗେଟ୍ ରହିଛି । ପର୍ଥ ଟେଷ୍ଟ ଜିତିବାକୁ ହେଲେ କଙ୍ଗାରୁ ବାହିନୀକୁ ୫୩୪ ରନ ସଂଗ୍ରହ କରିବାକୁ ପଡ଼ିବ ।