‘ବର୍ତ୍ତମାନ ବିଜେଡିରେ କେହି ନବୀନଙ୍କ ନେତୃତ୍ୱକୁ ମାନିବାକୁ ପ୍ରସ୍ତୁତ ନାହାନ୍ତି’
‘ସବୁ ପଳେଇଲେଣି। କେତେ ଗଲେଣ, ଆଉ କେତେ ଯିବେ।’
ବିଜେଡି ନେତାମାନେ ଜାଣିବା ଉଚିତ୍ ଯେ ସେମାନେ ବିରୋଧୀ ଦଳରେ ଅଛନ୍ତି। ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ମାନିବାକୁ ବର୍ତ୍ତମାନ କେହି ବିଜୁ ଜନତା ଦଳରେ ପ୍ରସ୍ତୁତ ନୁହନ୍ତି। ଏ ଦଳ ଆଉ ରହିବ ନାହିଁ ବୋଲି କହିଛନ୍ତି ବିଜେପି ବିଧାୟକ ସରୋଜ ପାଢ଼ୀ।