ବର୍ଷକୁ ଦୁଇ ଥର CBSE ମାଟ୍ରିକ ପରୀକ୍ଷା ହେବାକୁ ସୁପାରିସ

ନୂଆଦିଲ୍ଲୀ:ବର୍ଷକୁ ୨ ଥର CBSE ମାଟ୍ରିକ ପରୀକ୍ଷା କରିବାକୁ ସୁପାରିସ୍ ହୋଇଛି। ଶିକ୍ଷା ମନ୍ତ୍ରାଳୟର ଏକ ବୈଠକରେ ଏନେଇ ସୁପାରିସ୍ କରାଯାଇଛି।ଏନେଇ ଏକ ଚିଠା ନୀତି ପ୍ରସ୍ତୁତ କରାଯିବ। ଚିଠା ନୀତି ବାବଦରେ ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକଙ୍କ ମତ ନିଆଯିବ । ଏହାକୁ ନେଇ ଅଧିକ ବିଚାର ବିମର୍ଶ କରାଯିବ। ମାର୍ଚ୍ଚ ୯ ତାରିଖ ସୁଦ୍ଧା ମତାମତ ଦେଇପାରିବେ ସମସ୍ତ ପକ୍ଷ। ମତାମତ ଆସିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି।

ବର୍ଷକୁ  ଦୁଇ ଥର CBSE ମାଟ୍ରିକ ପରୀକ୍ଷା ହେବାକୁ ସୁପାରିସ

ନୂଆଦିଲ୍ଲୀ:ବର୍ଷକୁ ୨ ଥର CBSE ମାଟ୍ରିକ ପରୀକ୍ଷା କରିବାକୁ ସୁପାରିସ୍ ହୋଇଛି। ଶିକ୍ଷା ମନ୍ତ୍ରାଳୟର ଏକ ବୈଠକରେ ଏନେଇ ସୁପାରିସ୍ କରାଯାଇଛି।ଏନେଇ ଏକ ଚିଠା ନୀତି ପ୍ରସ୍ତୁତ କରାଯିବ।

ଚିଠା ନୀତି ବାବଦରେ ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକଙ୍କ ମତ ନିଆଯିବ । ଏହାକୁ ନେଇ ଅଧିକ ବିଚାର ବିମର୍ଶ କରାଯିବ। ମାର୍ଚ୍ଚ ୯ ତାରିଖ ସୁଦ୍ଧା ମତାମତ ଦେଇପାରିବେ ସମସ୍ତ ପକ୍ଷ। ମତାମତ ଆସିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି।