ବର୍ଷକୁ ୧୫ ଶିକ୍ଷକଙ୍କୁ ବଦଳି ସୁପାରିସ କରିପାରିବେ ଜନ ପ୍ରତିନିଧି

ଶିକ୍ଷକ ବଦଳି ପାଇଁ ସୁପାରିସ୍ କରିପାରିବେ ବିଧାୟକ, ସାଂସଦ। ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି। ରାଜନୀତି ତେଜିଥିବା ବେଳେ ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ।

ବର୍ଷକୁ ୧୫ ଶିକ୍ଷକଙ୍କୁ ବଦଳି ସୁପାରିସ କରିପାରିବେ ଜନ ପ୍ରତିନିଧି
Array