ବର୍ଷା ଦିନ ପୂର୍ବରୁ ପ୍ରାୟତଃ ସବୁ ପ୍ରୋଜେକ୍ଟର ଶିଳାନ୍ୟାସ କରିବୁ : ପୂର୍ତ୍ତ ମନ୍ତ୍ରୀ

ଭୁବନେଶ୍ବର ୨୭।୪: ଏଲେଭେଟେଡ୍ କରିଡର ଜୟଦେବ ବିହାରରୁ ନନ୍ଦନକାନନ ଯାଏ ରାସ୍ତାର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି । ମାସେ ଭିତରେ ଭିତ୍ତିପ୍ରସ୍ତର ସ୍ଥାପନ ହେବ ବୋଲି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ଏହାସହ ଭିଡ ହେଉଥିବା ମାଉସୀ ମା’ ଛକ, କଳ୍ପନା ଛକ ସହ ରିଙ୍ଗ ରୋଡ଼୍ ପ୍ରୋଜେକ୍ଟ ଗୁଡିକର ବି ଡିପିଆର ପ୍ରସ୍ତୁତି ଚାଲୁଛି । ବର୍ଷା ଦିନ ପୂର୍ବରୁ ପ୍ରାୟତଃ ସବୁ ପ୍ରୋଜେକ୍ଟର ଶିଳାନ୍ୟାସ କରିବୁ । ବର୍ଷା ଦିନ ଭିତରେ ଟେଣ୍ଡର ସରିବ ଓ ବର୍ଷା ପରେ କାମ ଆରମ୍ଭ ହେବ ବୋଲି ପୂର୍ତ୍ତ ମନ୍ତ୍ରୀ କହିଛନ୍ତି ।You Can Read:ପାଟପୁରରେ ୪ ବର୍ଷର ଶିଶୁ କନ୍ୟାର ମୃତ୍ୟୁ : ଧରାପଡିଲା ମୁଖ୍ୟ ଅଭିଯୁକ୍ତ 

ବର୍ଷା ଦିନ ପୂର୍ବରୁ ପ୍ରାୟତଃ ସବୁ ପ୍ରୋଜେକ୍ଟର ଶିଳାନ୍ୟାସ କରିବୁ : ପୂର୍ତ୍ତ ମନ୍ତ୍ରୀ

ଭୁବନେଶ୍ବର ଏଲେଭେଟେଡ୍ କରିଡର ଜୟଦେବ ବିହାରରୁ ନନ୍ଦନକାନନ ଯାଏ ରାସ୍ତାର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି । ମାସେ ଭିତରେ ଭିତ୍ତିପ୍ରସ୍ତର ସ୍ଥାପନ ହେବ ବୋଲି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । 

ଏହାସହ ଭିଡ ହେଉଥିବା ମାଉସୀ ମା’ ଛକ, କଳ୍ପନା ଛକ ସହ ରିଙ୍ଗ ରୋଡ଼୍ ପ୍ରୋଜେକ୍ଟ ଗୁଡିକର ବି ଡିପିଆର ପ୍ରସ୍ତୁତି ଚାଲୁଛି । ବର୍ଷା ଦିନ ପୂର୍ବରୁ ପ୍ରାୟତଃ ସବୁ ପ୍ରୋଜେକ୍ଟର ଶିଳାନ୍ୟାସ କରିବୁ । ବର୍ଷା ଦିନ ଭିତରେ ଟେଣ୍ଡର ସରିବ ଓ ବର୍ଷା ପରେ କାମ ଆରମ୍ଭ ହେବ ବୋଲି ପୂର୍ତ୍ତ ମନ୍ତ୍ରୀ କହିଛନ୍ତି ।

You Can Read:

ପାଟପୁରରେ ୪ ବର୍ଷର ଶିଶୁ କନ୍ୟାର ମୃତ୍ୟୁ : ଧରାପଡିଲା ମୁଖ୍ୟ ଅଭିଯୁକ୍ତ