OTET Question Paper Leak: ସ୍କାନରରେ ବୋର୍ଡ ଉପସଭାପତିଙ୍କ ଲାପଟପ୍
ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାର ଛଅ ଛଅଟି ଜିଲ୍ଲାରୁ ଗିରଫ ହେଲେଣି ୭ ଅଭିଯୁକ୍ତ। କିଏ ଶିକ୍ଷକ, କିଏ ଦଲାଲ୍, କିଏ ପୁଣି ଡିଟିପି ଅପରେଟର୍ । ତେବେ ପ୍ରଶ୍ନ ଉଠୁଛି- କିଏ ଏହି ପ୍ରଶ୍ନପତ୍ର କେଳେଙ୍କାରୀର ରିଙ୍ଗ୍ ମାଷ୍ଟର୍ ? କାହା ଇସାରାରେ ଅପରେଟ୍ ହେଉଥିଲା ରାକେଟ୍ ?