Gold Price Today: ସୁନାର ସର୍ବକାଳୀନ ରେକର୍ଡ, ୯୫ ହଜାର ଡେଇଁଲା ଦର

୯୫ ହଜାର ଟଙ୍କା ଡେଇଁଲା ସୁନା । ୨୪ କ୍ୟାରେଟ୍ ସୁନା ଦର ୨୦୨୦ ଟଙ୍କା ବୃଦ୍ଧି ପାଇ ୯୫ ହଜାର ୪୦୦ ଟଙ୍କା । ୨୨ କ୍ୟାରେଟ୍ ସୁନା ମୂଲ୍ୟ ୮୭ ହଜାର ୪୫୦ ଟଙ୍କା ।

Gold Price Today: ସୁନାର ସର୍ବକାଳୀନ ରେକର୍ଡ, ୯୫ ହଜାର ଡେଇଁଲା ଦର
Array