ବଲାଙ୍ଗିରରେ ଧରା ପଡିଲେ ଦୁଇ ସାଇବର ଠକ, ରାଜନେତାଙ୍କ ଭଏସ ନକଲ କରି ଆଦାୟ କରୁଥିଲେ ଟଙ୍କା

ବଲାଙ୍ଗିର: ବଲାଙ୍ଗିରରେ ଧରା ପଡିଲେ ଦୁଇ ସାଇବର ଠକ  l ଦୁଇ ସାଇବାର ଠକଙ୍କୁ ଗିରଫ କଲା ବଲାଙ୍ଗିର ସାଇବର ଥାନା ପୋଲିସ  l ଏହି ଦୁଇ ଠକ ବିଭିନ୍ନ ରାଜନେତା ଓ ବିଶିଷ୍ଟ ବ୍ୟକ୍ତିଙ୍କ ଭଏସ ନକଲ କରି ଟଙ୍କା ଆଦାୟ କରୁଥିଲେ l ପ୍ରାୟ ତିନି ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ହୋଇଛି l ଫୋନ ପେ ରେ ଟଙ୍କା ମାଗୁଥିଲେ ଦୁଇ ଠକ  l ଦୁଇ ଅଭିଯୁକ୍ତ ହେଲେ ଅନୁଗୁଳ ଜିଲ୍ଲା କିଶୋର […] The post ବଲାଙ୍ଗିରରେ ଧରା ପଡିଲେ ଦୁଇ ସାଇବର ଠକ, ରାଜନେତାଙ୍କ ଭଏସ ନକଲ କରି ଆଦାୟ କରୁଥିଲେ ଟଙ୍କା appeared first on KNews Odisha.

ବଲାଙ୍ଗିରରେ ଧରା ପଡିଲେ ଦୁଇ ସାଇବର ଠକ, ରାଜନେତାଙ୍କ ଭଏସ ନକଲ କରି ଆଦାୟ କରୁଥିଲେ ଟଙ୍କା
fraud

ବଲାଙ୍ଗିର: ବଲାଙ୍ଗିରରେ ଧରା ପଡିଲେ ଦୁଇ ସାଇବର ଠକ  l ଦୁଇ ସାଇବାର ଠକଙ୍କୁ ଗିରଫ କଲା ବଲାଙ୍ଗିର ସାଇବର ଥାନା ପୋଲିସ  l ଏହି ଦୁଇ ଠକ ବିଭିନ୍ନ ରାଜନେତା ଓ ବିଶିଷ୍ଟ ବ୍ୟକ୍ତିଙ୍କ ଭଏସ ନକଲ କରି ଟଙ୍କା ଆଦାୟ କରୁଥିଲେ l ପ୍ରାୟ ତିନି ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ହୋଇଛି l ଫୋନ ପେ ରେ ଟଙ୍କା ମାଗୁଥିଲେ ଦୁଇ ଠକ  l ଦୁଇ ଅଭିଯୁକ୍ତ ହେଲେ ଅନୁଗୁଳ ଜିଲ୍ଲା କିଶୋର ନଗର ଥାନା ର ସୌମ୍ୟରଞ୍ଜନ ପ୍ରଧାନ ଓ କଟକ ଜିଲ୍ଲା ଜଗତପୁରର କିତୀଶ ନନ୍ଦୀ  l

The post ବଲାଙ୍ଗିରରେ ଧରା ପଡିଲେ ଦୁଇ ସାଇବର ଠକ, ରାଜନେତାଙ୍କ ଭଏସ ନକଲ କରି ଆଦାୟ କରୁଥିଲେ ଟଙ୍କା appeared first on KNews Odisha.