ବଲାଙ୍ଗୀର ମେଡିକାଲ କଲେଜ SNCUରୁ ନବଜାତ ଶିଶୁ ଚୋରି ଅଭିଯୋଗ, ଧାରଣାରେ ବସିଲେ ପରିବାର

ବଲାଙ୍ଗୀର ୧୫।୨: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଶିଶୁ ଚୋରି ଅଭିଯୋଗ ହୋଇଛି । ଏମସିଏଚ୍ ବିଲ୍ଡିଂରେ ଶିଶୁ ଚୋରି ହୋଇଥିବା ଅଭିଯୋଗ ଆସିଛି । ଶିଶୁ ଚୋରି ହୋଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ଶିଶୁଟି କଣ୍ଟମାଲ ଅଞ୍ଚଳର ବୋଲି ଜଣାପଡିଛି । ହଜିଯାଇ ଥିବା ଶିଶୁକୁ ଖୋଜିବା ପାଇଁ ପରିବାର ଲୋକ ଧାରଣାରେ ବସିଛନ୍ତି । ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି । ତେବେ ଭୀମଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲର ଏସଏନସିୟୁରେ ଶିଶୁକୁ ରଖିବା ଆବଶ୍ୟକତା ନଥିବା ଡାକ୍ତର କହିବା ପରେ ବାହାରେ ପରିବାର ଲୋକ କିଏ ବୋଲି ପଚାରିବାରୁ ଦୁଇ ଜଣ ଆମ ପିଲା କହିଲେ । ତେଣୁ ଶିଶୁକୁ ସେମାନଙ୍କୁ ଦେଇଦେଇଛନ୍ତି । କିଏ ଶିଶୁକୁ ନେଇଛି ତାକୁ ନେଇ ତଦନ୍ତ କରାଯାଉଛି ବୋଲି ଭୀମଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ କହିଛନ୍ତି । You Can Read : https://www.prameyanews7.com/2-minor-girls-died-after-drowning-in-balimela-reservoir-in-malkangiri/ The post ବଲାଙ୍ଗୀର ମେଡିକାଲ କଲେଜ SNCUରୁ ନବଜାତ ଶିଶୁ ଚୋରି ଅଭିଯୋଗ, ଧାରଣାରେ ବସିଲେ ପରିବାର appeared first on Prameya News7.

ବଲାଙ୍ଗୀର ମେଡିକାଲ କଲେଜ SNCUରୁ ନବଜାତ ଶିଶୁ ଚୋରି ଅଭିଯୋଗ, ଧାରଣାରେ ବସିଲେ ପରିବାର

ବଲାଙ୍ଗୀର ୨: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଶିଶୁ ଚୋରି ଅଭିଯୋଗ ହୋଇଛି । ଏମସିଏଚ୍ ବିଲ୍ଡିଂରେ ଶିଶୁ ଚୋରି ହୋଇଥିବା ଅଭିଯୋଗ ଆସିଛି । ଶିଶୁ ଚୋରି ହୋଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ଶିଶୁଟି କଣ୍ଟମାଲ ଅଞ୍ଚଳର ବୋଲି ଜଣାପଡିଛି । ହଜିଯାଇ ଥିବା ଶିଶୁକୁ ଖୋଜିବା ପାଇଁ ପରିବାର ଲୋକ ଧାରଣାରେ ବସିଛନ୍ତି । ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି ।

ତେବେ ଭୀମଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲର ଏସଏନସିୟୁରେ ଶିଶୁକୁ ରଖିବା ଆବଶ୍ୟକତା ନଥିବା ଡାକ୍ତର କହିବା ପରେ ବାହାରେ ପରିବାର ଲୋକ କିଏ ବୋଲି ପଚାରିବାରୁ ଦୁଇ ଜଣ ଆମ ପିଲା କହିଲେ । ତେଣୁ ଶିଶୁକୁ ସେମାନଙ୍କୁ ଦେଇଦେଇଛନ୍ତି । କିଏ ଶିଶୁକୁ ନେଇଛି ତାକୁ ନେଇ ତଦନ୍ତ କରାଯାଉଛି ବୋଲି ଭୀମଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ କହିଛନ୍ତି ।

You Can Read :

https://www.prameyanews7.com/2-minor-girls-died-after-drowning-in-balimela-reservoir-in-malkangiri/

The post ବଲାଙ୍ଗୀର ମେଡିକାଲ କଲେଜ SNCUରୁ ନବଜାତ ଶିଶୁ ଚୋରି ଅଭିଯୋଗ, ଧାରଣାରେ ବସିଲେ ପରିବାର appeared first on Prameya News7.