ବଲାଙ୍ଗୀରରେ ବଡ଼ ବୟାନ ଦେଲେ ରାହୁଲ, କହିଲେ ଆମେ ସରକାରକୁ ଆସିଲେ…

ବଲାଙ୍ଗୀର,୧୫।୫: ବଲାଙ୍ଗୀରରେ ପହଞ୍ଚଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ପହଞ୍ଚିବା ପରେ ବଲାଙ୍ଗୀର ଜନ ଆଶୀର୍ବାଦ ସଭାରେ ରାହୁଲ ସାମିଲ ହୋଇ ଜନସାଧାରଣଙ୍କୁ ସମ୍ବୋଧନ କରୁଛନ୍ତି। ଏହି ସମୟରେ ସେ ବଡ଼ ବୟାନ ଦେଇଛନ୍ତି। ରାହୁଲ କହିଛନ୍ତି, ପ୍ରଥମ ଥର ପାଇଁ କୌଣସି ଦଳ କହିଛି ଜିତିଲେ ସମ୍ବିଧାନ ବଦଳାଇବ। ଦୁନିଆର କୌଣସି ଶକ୍ତି ସମ୍ବିଧାନକୁ ଛୁଇଁ ପାରିବନି। ଆମେ ଜିତିଲେ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ କରିବୁ ବୋଲି ବି କହିଛନ୍ତି। ରାହୁଲ ଆହୁରି କହିଛନ୍ତି, ଦିଲ୍ଲୀରେ […] The post ବଲାଙ୍ଗୀରରେ ବଡ଼ ବୟାନ ଦେଲେ ରାହୁଲ, କହିଲେ ଆମେ ସରକାରକୁ ଆସିଲେ… appeared first on Dharitri Odia News.

ବଲାଙ୍ଗୀରରେ ବଡ଼ ବୟାନ ଦେଲେ ରାହୁଲ, କହିଲେ ଆମେ ସରକାରକୁ ଆସିଲେ…

ବଲାଙ୍ଗୀର,୧୫।୫: ବଲାଙ୍ଗୀରରେ ପହଞ୍ଚଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ପହଞ୍ଚିବା ପରେ ବଲାଙ୍ଗୀର ଜନ ଆଶୀର୍ବାଦ ସଭାରେ ରାହୁଲ ସାମିଲ ହୋଇ ଜନସାଧାରଣଙ୍କୁ ସମ୍ବୋଧନ କରୁଛନ୍ତି। ଏହି ସମୟରେ ସେ ବଡ଼ ବୟାନ ଦେଇଛନ୍ତି। ରାହୁଲ କହିଛନ୍ତି, ପ୍ରଥମ ଥର ପାଇଁ କୌଣସି ଦଳ କହିଛି ଜିତିଲେ ସମ୍ବିଧାନ ବଦଳାଇବ। ଦୁନିଆର କୌଣସି ଶକ୍ତି ସମ୍ବିଧାନକୁ ଛୁଇଁ ପାରିବନି। ଆମେ ଜିତିଲେ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ କରିବୁ ବୋଲି ବି କହିଛନ୍ତି।

ରାହୁଲ ଆହୁରି କହିଛନ୍ତି, ଦିଲ୍ଲୀରେ ସରକାରକୁ ୯୦ ଅଫିସର ଚଳାଉଛନ୍ତି, ସେଥିରୁ ୩ ଦଳିତ। ଆମେ ସରକାରକୁ ଆସିଲେ କୋଟିଏ ଲକ୍ଷପତି ସୃଷ୍ଟି କରିବୁ। ଜୁନ ୪ରେ ଇଣ୍ଡିଆ ମେଣ୍ଟ ସରକାର ଗଠନ ହେବ।

The post ବଲାଙ୍ଗୀରରେ ବଡ଼ ବୟାନ ଦେଲେ ରାହୁଲ, କହିଲେ ଆମେ ସରକାରକୁ ଆସିଲେ… appeared first on Dharitri Odia News.