ବଲିଉଡରେ ସାରାଙ୍କ ଏଣ୍ଟ୍ରିକୁ ନେଇ ଚର୍ଚ୍ଚା ଜୋର୍, ଭାଇରାଲ ହେଉଛି ଭିଡିଓ

ମୁମ୍ବାଇ ୧୮/୭: ଚର୍ଚ୍ଚାରେ କ୍ରିକେଟର ସଚ୍ଚିନ ତେନ୍ଦୁଲକରଙ୍କ ଲାଡ୍‌ଲି ସାରା । ସାରାଙ୍କ ବଲିଉଡ ଏଣ୍ଟ୍ରିକୁ ନେଇ ଏବେ ସବୁଠି ଚର୍ଚ୍ଚା । ନିକଟରେ ଭାଇରାଲ ହେଉଥିବା ସାରାଙ୍କ ଏକ ପୋଷ୍ଟ ଦେଖି ତାଙ୍କ ଫ୍ୟାନ  ମାନେ କଥା ହେବା ଆରମ୍ଭ କଲେଣି । ଭିଡିଓରେ ସାରା ଏକ ନୀଳ ରଙ୍ଗର ପୋଷାକରେ ବେଶ ଗର୍ଜିୟସ ଲାଗୁଛନ୍ତି । ସାରାଙ୍କ ସୌନ୍ଦର୍ଯ୍ୟକୁ ବେଶ ପ୍ରଶଂସା କରିଛନ୍ତି ଫ୍ୟାନ । ସାରାଙ୍କର ଯେଉଁ ଭିଡିଓ ଭାଇରାଲ ହେଉଛି ତାହା ଏକ ଷ୍ଟୁଡିଓ ବାହାରର ବୋଲି ସ୍ପଷ୍ଟ ଜଣାପଡିଛି ।  