ବାରବାଟୀ ପିଚ୍‌ ନିରୀକ୍ଷଣ କଲେ ମ୍ୟାଚ ରେଫରୀ ଜଭାଗାଲ ଶ୍ରୀନାଥ

କଟକ: ବାରବାଟୀର ପିଚ୍ ନିରୀକ୍ଷଣ କଲେ ମ୍ୟାଚ ରେଫରୀ ଜଭାଗାଲ ଶ୍ରୀନାଥ। ଅପରାହ୍ନ ପ୍ରାୟ ସାଢେ ୨ ଟାରେ ଶ୍ରୀନାଥ ଏବଂ ବିସିସି ଆଇ ଚିଫ କ୍ୟୁରେଟର ବାରବାଟୀ ଗ୍ରାଉଣ୍ଡରେ ଏଣ୍ଟ୍ରି କରିଥିଲେ, ତାଙ୍କ ସହ ICCର ଏକ ପ୍ରତିନିଧି ମଣ୍ଡଳୀ ମଧ୍ୟ ବାରବାଟୀର ପିଚ୍ ନିରୀକ୍ଷଣ କରିଛନ୍ତି। ବାରବାଟୀ ୱାଣ୍ଡେ ପାଇଁ ୨ ଟି ପିଚ ପ୍ରସ୍ତୁତ କରାଯାଇଛି। ଗୋଟିଏ ବ୍ଲାକ ସଏଲ ପିଚ ଅନ୍ୟଟି ରେଡ ସଏଲ ରେ ପ୍ରସ୍ତୁତ ହୋଇଥିବା ପିଚ। ଉଭୟ ପିଚ ମ୍ୟାଚ ଉପଯୋଗୀ ବୋଲି ପୂର୍ବରୁ ଭେନ୍ୟୁ ମ୍ୟାନେଜର କହିସାରିଛନ୍ତି, କିନ୍ତୁ କେଉଁ ପିଚରେ ଖେଳ ହେବ, ତାର ଚୂଡାନ୍ତ ନିଷ୍ପତ୍ତି ମ୍ୟାଚ ରେଫରୀ ନେବେ।