ଛାଡପତ୍ର ପରେ କାହାକୁ ଖୋଜୁଛନ୍ତି ସାନିଆ ? ପୋଷ୍ଟରେ ସେୟାର କଲେ ମନର କଥା..
ମୁମ୍ଵାଇ ୧୩।୦୩: ପୂର୍ବତନ ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା । ସେ ଲଗାତାର ଚର୍ଚ୍ଚାରେ ରହିଛନ୍ତି। ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଶୋଏବ ମଲିକଙ୍କ ଠାରୁ ତାଙ୍କର ଛାଡପତ୍ର ହେବା ପରଠାରୁ ସାନିଆ ବିଷୟରେ ଅନେକ ଚର୍ଚ୍ଚା ଚାଲିଛି। ଛାଡପତ୍ର ପରେ ସାନିଆ ମିର୍ଜା ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍ ରହିଛନ୍ତି। ସାନିଆ ସବୁବେଳେ ସୋସିଆଲ ମିଡିଆରେ କିଛି ନା କିଛି ପୋଷ୍ଟ ସେୟାର କରୁଛନ୍ତି। View this post on InstagramA post shared by Sania Mirza (@mirzasaniar)ହେଲେ ମାର୍ଚ୍ଚ ୧୧ , ସୋମବାର ସାନିଆ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ସୁନ୍ଦର ଫଟୋ ସହ ଏକ କ୍ୟାପସନ୍ ଲେଖିଛନ୍ତି । ଯେଉଁଥିପାଇଁ ପ୍ରଶଂସକଙ୍କ ମଧ୍ୟରେ ତାଙ୍କ ବିଷୟରେ ଜୋରଦାର ଆଲୋଚନା କରିବାରେ ଲାଗିଛନ୍ତି। ନିକଟରେ ସାନିଆ ମିର୍ଜା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ଏକ ଧଳା ରଙ୍ଗର ପୋଷାକରେ ନଜର ଆସିଛନ୍ତି । ଫଟୋରେ ସାନିଆ ମିର୍ଜା ବହୁତ ସୁନ୍ଦର ଦେଖାଯାଉଛନ୍ତି। ଫଟୋ ସହିତ ଏକ ସୁନ୍ଦର କ୍ୟାପସନରେ ଲେଖିଛନ୍ତି କି ‘ଫାଇଣ୍ଡିଂ ପିସ୍ ଇନ ସିମ୍ପ୍ଲିସିଟି ଅଫ୍ ହ୍ଵାଇଟ’।ସାନିଆ ମିର୍ଜା ଗୋଆରେ ଅଛନ୍ତି। ଗଣମାଧ୍ୟମ ସୂଚନା ଅନୁଯାୟୀ, ସାନିଆ ଏକ ବିଜ୍ଞାପନ ସୁଟିଂ ପାଇଁ ଗୋଆ ଯାଇଛନ୍ତି। ଛାଡପତ୍ର ପୂର୍ବରୁ ତାଙ୍କ ସ୍ୱାମୀ ଶୋଏବ ଏବଂ ପୁଅ ଇଜାନଙ୍କ ସହ ଦୁବାଇରେ ରହୁଥିଲେ। କି
ମୁମ୍ଵାଇ ୧୩।୦୩: ପୂର୍ବତନ ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା । ସେ ଲଗାତାର ଚର୍ଚ୍ଚାରେ ରହିଛନ୍ତି। ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଶୋଏବ ମଲିକଙ୍କ ଠାରୁ ତାଙ୍କର ଛାଡପତ୍ର ହେବା ପରଠାରୁ ସାନିଆ ବିଷୟରେ ଅନେକ ଚର୍ଚ୍ଚା ଚାଲିଛି। ଛାଡପତ୍ର ପରେ ସାନିଆ ମିର୍ଜା ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍ ରହିଛନ୍ତି। ସାନିଆ ସବୁବେଳେ ସୋସିଆଲ ମିଡିଆରେ କିଛି ନା କିଛି ପୋଷ୍ଟ ସେୟାର କରୁଛନ୍ତି।
ହେଲେ ମାର୍ଚ୍ଚ ୧୧ , ସୋମବାର ସାନିଆ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ସୁନ୍ଦର ଫଟୋ ସହ ଏକ କ୍ୟାପସନ୍ ଲେଖିଛନ୍ତି । ଯେଉଁଥିପାଇଁ ପ୍ରଶଂସକଙ୍କ ମଧ୍ୟରେ ତାଙ୍କ ବିଷୟରେ ଜୋରଦାର ଆଲୋଚନା କରିବାରେ ଲାଗିଛନ୍ତି। ନିକଟରେ ସାନିଆ ମିର୍ଜା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ଏକ ଧଳା ରଙ୍ଗର ପୋଷାକରେ ନଜର ଆସିଛନ୍ତି । ଫଟୋରେ ସାନିଆ ମିର୍ଜା ବହୁତ ସୁନ୍ଦର ଦେଖାଯାଉଛନ୍ତି। ଫଟୋ ସହିତ ଏକ ସୁନ୍ଦର କ୍ୟାପସନରେ ଲେଖିଛନ୍ତି କି ‘ଫାଇଣ୍ଡିଂ ପିସ୍ ଇନ ସିମ୍ପ୍ଲିସିଟି ଅଫ୍ ହ୍ଵାଇଟ’।
ସାନିଆ ମିର୍ଜା ଗୋଆରେ ଅଛନ୍ତି। ଗଣମାଧ୍ୟମ ସୂଚନା ଅନୁଯାୟୀ, ସାନିଆ ଏକ ବିଜ୍ଞାପନ ସୁଟିଂ ପାଇଁ ଗୋଆ ଯାଇଛନ୍ତି। ଛାଡପତ୍ର ପୂର୍ବରୁ ତାଙ୍କ ସ୍ୱାମୀ ଶୋଏବ ଏବଂ ପୁଅ ଇଜାନଙ୍କ ସହ ଦୁବାଇରେ ରହୁଥିଲେ। କିନ୍ତୁ ଛାଡପତ୍ର ପରେ ସେ ନିଜ ଦେଶକୁ ଫେରିଥିଲେ। ସାନିଆ ୨୦୧୦ ରେ ଶୋଏବ ମଲିକଙ୍କୁ ବିବାହ କରିଥିଲେ। ବର୍ତ୍ତମାନ ପ୍ରାୟ ୧୪ ବର୍ଷ ପରେ, ସେମାନଙ୍କର ବୈବାହିକ ସମ୍ପର୍କ ଭାଙ୍ଗି ଯାଇଛି। ଏବେ ଶୋଏବ ପାକିସ୍ତାନୀ ଅଭିନେତ୍ରୀ ସନା ଜାଭେଦଙ୍କୁ ବିବାହ କରିଛନ୍ତି ।
ଅଯୋଧ୍ୟାରେ ଭକ୍ତଙ୍କ ପାଇଁ ଉପାସନା ନିର୍ମାଣ କରିବେ ହସ୍ପିଟାଲ, CM ଯୋଗୀଙ୍କ ସହ ସେୟାର କଲେ ଫଟୋ