ବଳାତ୍କାର ପୀଡ଼ିତାଙ୍କୁ ବୋର୍ଡ ପରୀକ୍ଷା ଦେବାକୁ ଅନୁମତି ଦେଲାନି ରାଜସ୍ଥାନ ସ୍କୁଲ

ନୂଆଦିଲ୍ଲୀ,୬ା୪: ରାଜସ୍ଥାନ ଆଜମେରର ଜଣେ ଗଣବଳାତ୍କାର ପୀଡ଼ିତା ଛାତ୍ରୀଙ୍କୁ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବାକୁ ସ୍କୁଲ୍‌ ଅନୁମତି ଦେଇନାହିଁ। ବିଦ୍ୟାଳୟରେ ଉକ୍ତ ଛାତ୍ରୀଙ୍କ ଉପସ୍ଥିତି ପରିବେଶକୁ ନଷ୍ଟ କରିଦେବ ବୋଲି ଶିକ୍ଷକମାନେ କହିବା ସହ ଘରେ ରହି ପଢ଼ିବାକୁ କହିଥିଲେ। ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବାକୁ ଥିବା ଛାତ୍ରୀଛାତ୍ରଙ୍କ ତାଲିକାରୁ ସ୍କୁଲ୍‌ କର୍ତ୍ତୃପକ୍ଷ ପୀଡ଼ିତାଙ୍କ ନାଁ କାଟିଦେଇଥିଲେ। ଏହି ଛାତ୍ରୀ ଜଣକ ଗତବର୍ଷ ଗଣବଳାତ୍କାରର ଶିକାର ହୋଇଥିଲେ। The post ବଳାତ୍କାର ପୀଡ଼ିତାଙ୍କୁ ବୋର୍ଡ ପରୀକ୍ଷା ଦେବାକୁ ଅନୁମତି ଦେଲାନି ରାଜସ୍ଥାନ ସ୍କୁଲ appeared first on Dharitri Odia News.

ବଳାତ୍କାର ପୀଡ଼ିତାଙ୍କୁ ବୋର୍ଡ ପରୀକ୍ଷା ଦେବାକୁ ଅନୁମତି ଦେଲାନି ରାଜସ୍ଥାନ ସ୍କୁଲ

ନୂଆଦିଲ୍ଲୀ,୬ା୪: ରାଜସ୍ଥାନ ଆଜମେରର ଜଣେ ଗଣବଳାତ୍କାର ପୀଡ଼ିତା ଛାତ୍ରୀଙ୍କୁ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବାକୁ ସ୍କୁଲ୍‌ ଅନୁମତି ଦେଇନାହିଁ। ବିଦ୍ୟାଳୟରେ ଉକ୍ତ ଛାତ୍ରୀଙ୍କ ଉପସ୍ଥିତି ପରିବେଶକୁ ନଷ୍ଟ କରିଦେବ ବୋଲି ଶିକ୍ଷକମାନେ କହିବା ସହ ଘରେ ରହି ପଢ଼ିବାକୁ କହିଥିଲେ। ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବାକୁ ଥିବା ଛାତ୍ରୀଛାତ୍ରଙ୍କ ତାଲିକାରୁ ସ୍କୁଲ୍‌ କର୍ତ୍ତୃପକ୍ଷ ପୀଡ଼ିତାଙ୍କ ନାଁ କାଟିଦେଇଥିଲେ। ଏହି ଛାତ୍ରୀ ଜଣକ ଗତବର୍ଷ ଗଣବଳାତ୍କାରର ଶିକାର ହୋଇଥିଲେ।

The post ବଳାତ୍କାର ପୀଡ଼ିତାଙ୍କୁ ବୋର୍ଡ ପରୀକ୍ଷା ଦେବାକୁ ଅନୁମତି ଦେଲାନି ରାଜସ୍ଥାନ ସ୍କୁଲ appeared first on Dharitri Odia News.