ବସ ଧକ୍କାରେ କନେଷ୍ଟବଳଙ୍କ ମୃତ୍ୟୁ

ଜଗତସିଂପୁର : ବସ ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ । ଡ୍ୟୁଟି ସାରି ସ୍କୁଟି ଯୋଗେ ଘରକୁ ଫେରୁଥିବାବେଳେ ଜଗତସିଂହପୁର ଜିଲା ତିର୍ତ୍ତୋଲ ବଜାର ନିକଟରେ ତାଙ୍କୁ ବସ ଧକ୍କା ଦେଇଥିଲା । ମୃତ କନଷ୍ଟେବଳ ହେଲେ ସୁରୁଜା ମୁଣ୍ଡା। ସେ ତିର୍ତୋଲ ଥାନାରେ କନେଷ୍ଟବଳ ଭାବରେ ନିଯୁକ୍ତି ପାଇଥିଲେ । ଦୁର୍ଘଟଣା ପରେ ସୁରୁଜାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ […]

ବସ ଧକ୍କାରେ କନେଷ୍ଟବଳଙ୍କ ମୃତ୍ୟୁ
ବସ ଧକ୍କାରେ କନେଷ୍ଟବଳଙ୍କ ମୃତ୍ୟୁ

ଜଗତସିଂପୁର : ବସ ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ । ଡ୍ୟୁଟି ସାରି ସ୍କୁଟି ଯୋଗେ ଘରକୁ ଫେରୁଥିବାବେଳେ ଜଗତସିଂହପୁର ଜିଲା ତିର୍ତ୍ତୋଲ ବଜାର ନିକଟରେ ତାଙ୍କୁ ବସ ଧକ୍କା ଦେଇଥିଲା । ମୃତ କନଷ୍ଟେବଳ ହେଲେ ସୁରୁଜା ମୁଣ୍ଡା। ସେ ତିର୍ତୋଲ ଥାନାରେ କନେଷ୍ଟବଳ ଭାବରେ ନିଯୁକ୍ତି ପାଇଥିଲେ । ଦୁର୍ଘଟଣା ପରେ ସୁରୁଜାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଦୁର୍ଘଟଣା ଘଟାଇଥିବା ବସକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।