ବସ୍ ହେଲପରଙ୍କୁ ଛୁରାମାଡ, ଶୋଇଥିବାବେଳେ ଆସି ଆଟାକ୍ କଲେ ଦୁର୍ବୃତ୍ତ

ସମ୍ବଲପୁର ୩୧/୦୫: ବସର ହେଲପର୍‌ଙ୍କୁ ଛୁରାମାଡ ଅଭିଯୋଗ । ଛୁରାମାଡରେ ବସ ହେଲପର ଗୁରୁତର ଭାବେ ବୁର୍ଲା ସ୍ଥାନାନ୍ତର ହୋଇଥିବା ସୂଚନା । ସମ୍ବଲପୁର ଅଇଁଠାପାଲି ବସଷ୍ଟାଣ୍ଡରେ ବସ ଭିତରେ ଶୋଇଥିବା ସମୟରେ ହେଲଫରକୁ ଛୁରାମାଡ ହୋଇଛି । ସମଲେଶ୍ବରୀ ନାମକ ଏକ ଘରୋଇ ବସର ହେଲପର୍‌ଙ୍କୁ ଏହି ଛୁରାମାଡ ହୋଇଛି । ବିଳମ୍ବିତ ରାତ୍ରିରେ ୩ ରୁ ୪ଜଣ ଦୁର୍ବୃତ୍ତ ଆସି ଏହି ଛୁରାମାଡ କରିଛନ୍ତି । ତେବେ ଏହାର ପ୍ରତିବାଦ ସହ ଫାଣ୍ଡି ସ୍ଥାପନ ଦାବିରେ ସମସ୍ତ ଘରୋଇ ବସ ଚଳାଚଳ ବନ୍ଦ ରହିବା ସହ ବସ କର୍ମଚାରିମାନେ ଧାରଣା ଦେଇଛନ୍ତି । ଅଇଁଠାପାଲି ବସଷ୍ଟାଣ୍ଡରେ ସମସ୍ତ ବସ ଅଟକି ରହିଛି । 

ବସ୍ ହେଲପରଙ୍କୁ  ଛୁରାମାଡ, ଶୋଇଥିବାବେଳେ ଆସି ଆଟାକ୍ କଲେ ଦୁର୍ବୃତ୍ତ

ସମ୍ବଲପୁର ୩୧/୦୫: ବସର ହେଲପର୍‌ଙ୍କୁ ଛୁରାମାଡ ଅଭିଯୋଗ । ଛୁରାମାଡରେ ବସ ହେଲପର ଗୁରୁତର ଭାବେ ବୁର୍ଲା ସ୍ଥାନାନ୍ତର ହୋଇଥିବା ସୂଚନା । ସମ୍ବଲପୁର ଅଇଁଠାପାଲି ବସଷ୍ଟାଣ୍ଡରେ ବସ ଭିତରେ ଶୋଇଥିବା ସମୟରେ ହେଲଫରକୁ ଛୁରାମାଡ ହୋଇଛି । 

ସମଲେଶ୍ବରୀ ନାମକ ଏକ ଘରୋଇ ବସର ହେଲପର୍‌ଙ୍କୁ ଏହି ଛୁରାମାଡ ହୋଇଛି । ବିଳମ୍ବିତ ରାତ୍ରିରେ ୩ ରୁ ୪ଜଣ ଦୁର୍ବୃତ୍ତ ଆସି ଏହି ଛୁରାମାଡ କରିଛନ୍ତି । ତେବେ ଏହାର ପ୍ରତିବାଦ ସହ ଫାଣ୍ଡି ସ୍ଥାପନ ଦାବିରେ ସମସ୍ତ ଘରୋଇ ବସ ଚଳାଚଳ ବନ୍ଦ ରହିବା ସହ ବସ କର୍ମଚାରିମାନେ ଧାରଣା ଦେଇଛନ୍ତି । ଅଇଁଠାପାଲି ବସଷ୍ଟାଣ୍ଡରେ ସମସ୍ତ ବସ ଅଟକି ରହିଛି ।