ବସ୍ତିରେ ବେଆଇନ ବାଣ ଭିଡ଼ା ବେଳେ ବିସ୍ଫୋରଣ, ଉଡିଲା ଛାତ
ଭୁବନେଶ୍ବର : ବସ୍ତିରେ ବେଆଇନ ବାଣ ଭିଡ଼ା ବେଳେ ବିସ୍ଫୋରଣ । ଭୁବନେଶ୍ବର ଇନଫୋସିଟି ଥାନା ଅଂଚଳରେ ଥିବା ଏକ ବସ୍ତିରେ ଦୁର୍ଘଟଣା ଘଟିଛି । ବିସ୍ଫୋରଣ ପରେ ନିଆଁ ଲାଗିଯାଇଥିଲା। ବିସ୍ଫୋରଣ ଯୋଗୁଁ ଘରର ଛାତ ଉଡିଯାଇଛି। ଗୋଟିଏ ବିଲ୍ଡିଂରେ ଉପର ମହଲାରେ ବାଣ ବନ୍ଧା ହେଉଥିବା ବେଳେ ତଳେ ଥିଲା ଲେଡିଜ୍ ହଷ୍ଟେଲ। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଲେଡିଜ ହଷ୍ଟେଲ ଭିତରେ ଏଣେ ତେଣେ ବିଛାଡ଼ି ହୋଇ ପଡ଼ିଥିଲା କାଚ । ଏବେ ବି […] The post ବସ୍ତିରେ ବେଆଇନ ବାଣ ଭିଡ଼ା ବେଳେ ବିସ୍ଫୋରଣ, ଉଡିଲା ଛାତ appeared first on KNews Odisha.

ଭୁବନେଶ୍ବର : ବସ୍ତିରେ ବେଆଇନ ବାଣ ଭିଡ଼ା ବେଳେ ବିସ୍ଫୋରଣ । ଭୁବନେଶ୍ବର ଇନଫୋସିଟି ଥାନା ଅଂଚଳରେ ଥିବା ଏକ ବସ୍ତିରେ ଦୁର୍ଘଟଣା ଘଟିଛି । ବିସ୍ଫୋରଣ ପରେ ନିଆଁ ଲାଗିଯାଇଥିଲା। ବିସ୍ଫୋରଣ ଯୋଗୁଁ ଘରର ଛାତ ଉଡିଯାଇଛି। ଗୋଟିଏ ବିଲ୍ଡିଂରେ ଉପର ମହଲାରେ ବାଣ ବନ୍ଧା ହେଉଥିବା ବେଳେ ତଳେ ଥିଲା ଲେଡିଜ୍ ହଷ୍ଟେଲ। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଲେଡିଜ ହଷ୍ଟେଲ ଭିତରେ ଏଣେ ତେଣେ ବିଛାଡ଼ି ହୋଇ ପଡ଼ିଥିଲା କାଚ । ଏବେ ବି ନିଆଁ କୁହୁଳୁଛି । ନିଆଁ ଲିଭାଇବାକୁ ଦୁଇଟି ଦମକଳ ଗାଡ଼ି ନିୟୋଜିତ ଅଛନ୍ତି । କ୍ଷୟ କ୍ଷତିର ଆକଳନ କରାଯାଇନି ।
The post ବସ୍ତିରେ ବେଆଇନ ବାଣ ଭିଡ଼ା ବେଳେ ବିସ୍ଫୋରଣ, ଉଡିଲା ଛାତ appeared first on KNews Odisha.