ବାଂଲାଦେଶରେ କଙ୍ଗନାଙ୍କ ଇମର୍ଜେନ୍ସି ନିଷିଦ୍ଧ
ନୂଆଦିଲ୍ଲୀ: ଅଭିନେତ୍ରୀରୁ ରାଜନେତା ବନିଥିବା କଙ୍ଗନା ରାଣାୱତଙ୍କ ବହୁ ପ୍ରତିକ୍ଷୀତ ରାଜନୈତିକ ଫିଲ୍ମ ‘ଇମର୍ଜେନ୍ସି’ ବାଂଲାଦେଶରେ ନିଷିଦ୍ଧ ହୋଇଛି। ଭାରତ-ବାଂଲାଦେଶ ସମ୍ପର୍କ ଏବେ ବିଗିଡ଼ି ଯାଇଥିବାବେଳେ ବାଂଲାଦେଶରେ କଙ୍ଗନାଙ୍କ ଇମର୍ଜେନ୍ସି ରିଲିଜ୍ ନିଷିଦ୍ଧ କରାଯାଇଛି। ଜଣାପଡ଼ିଛି ଯେ ଫିଲ୍ମର ବିଷୟବସ୍ତୁ ନୁହେଁ ବରଂ ୨ ରାଷ୍ଟ୍ର ମଧ୍ୟରେ ଜାରି ରହିଥିବା କୂଟନୈତିକ ବିବାଦ ପାଇଁ ଏହି ଫିଲ୍ମ ବାଂଲାଦେଶରେ ରିଲିଜ୍ ହେବା ଉପରେ କଟକଣା ଲାଗିଛି। ଉଲ୍ଳେଖଯୋଗ୍ୟ, ଆସନ୍ତା ଜାନୁଆରି ୧୭ ତାରିଖରେ ‘ଇମର୍ଜେନ୍ସି’ ଭାରତରେ ରିଲିଜ୍ […]

ନୂଆଦିଲ୍ଲୀ: ଅଭିନେତ୍ରୀରୁ ରାଜନେତା ବନିଥିବା କଙ୍ଗନା ରାଣାୱତଙ୍କ ବହୁ ପ୍ରତିକ୍ଷୀତ ରାଜନୈତିକ ଫିଲ୍ମ ‘ଇମର୍ଜେନ୍ସି’ ବାଂଲାଦେଶରେ ନିଷିଦ୍ଧ ହୋଇଛି। ଭାରତ-ବାଂଲାଦେଶ ସମ୍ପର୍କ ଏବେ ବିଗିଡ଼ି ଯାଇଥିବାବେଳେ ବାଂଲାଦେଶରେ କଙ୍ଗନାଙ୍କ ଇମର୍ଜେନ୍ସି ରିଲିଜ୍ ନିଷିଦ୍ଧ କରାଯାଇଛି। ଜଣାପଡ଼ିଛି ଯେ ଫିଲ୍ମର ବିଷୟବସ୍ତୁ ନୁହେଁ ବରଂ ୨ ରାଷ୍ଟ୍ର ମଧ୍ୟରେ ଜାରି ରହିଥିବା କୂଟନୈତିକ ବିବାଦ ପାଇଁ ଏହି ଫିଲ୍ମ ବାଂଲାଦେଶରେ ରିଲିଜ୍ ହେବା ଉପରେ କଟକଣା ଲାଗିଛି। ଉଲ୍ଳେଖଯୋଗ୍ୟ, ଆସନ୍ତା ଜାନୁଆରି ୧୭ ତାରିଖରେ ‘ଇମର୍ଜେନ୍ସି’ ଭାରତରେ ରିଲିଜ୍ ହେବ।