Jewellery Shop Looted: ଆସିଲା ସିସିଟିଭି ଫୁଟେଜ୍, ବନ୍ଧୁକ ଦେଖାଇ ୩ ମିନିଟ୍ ୪୫ ସେକେଣ୍ଡରେ ଲୁଟ୍

ବନ୍ଧୁକ ଦେଖାଇ ମାତ୍ର ୩ ମିନିଟ୍ ୪୫ ସେକେଣ୍ଡରେ ଲୁଟି ନେଲେ ଗହଣା ଦୋକାନ। ଗତ ଜୁନ୍ ୨୫ ତାରିଖ ସନ୍ଧ୍ୟା ସମୟରେ କେନ୍ଦୁଝର ଜିଲ୍ଲା ଜନଗହଳିପୂର୍ଣ୍ଣ ହରିଚନ୍ଦନପୁର ବଜାରରେ ଘଟିଥିଲା ଏ ଲୁଟ୍ ଘଟଣା। ଆଜି ଏହି ଘଟଣାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି।

Jewellery Shop Looted: ଆସିଲା ସିସିଟିଭି ଫୁଟେଜ୍, ବନ୍ଧୁକ ଦେଖାଇ ୩ ମିନିଟ୍ ୪୫ ସେକେଣ୍ଡରେ ଲୁଟ୍
Array