ବାଇକ୍-କାର୍ ମୁହାଁମୁହିଁ ଧକ୍କା : ବାପା ମୃତ, ପୁଅ ଗୁରୁତର

ଜଗତସିଂହପୁର ୩।୧୧: ଜଗତସିଂହପୁର କଟକ-ମାଛଗାଁ ମୁଖ୍ୟ ରାସ୍ତା ଗୋପାଳପୁର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ବାପା ମୃତ, ପୁଅ ଗୁରୁତର । ଅନ୍ୟ ଜଣେ ଆହତ ହୋଇଛନ୍ତି । ପୋଲିସ ଘଟଣା ତଦନ୍ତ ଆରମ୍ଭ କରିଛି ।ସୂଚନାଯୋଗ୍ୟ ଯେ, କଟକ-ମାଛଗାଁ ମୁଖ୍ୟ ରାସ୍ତାର ଗୋପାଳପୁର ଛକ ନିକଟରେ ବାଇକ୍-କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ବାଇକ ଆରୋହୀ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ହୋଇଛନ୍ତି । ଅନ୍ୟ ଜଣେ ଆହତ ହୋଇଛନ୍ତି । ମୃତ ବାପା କାଲିଓ ଗାଁର ଦିଲୀପ ମଲିକ ଓ ଗୁରୁତର ତାଙ୍କ ପୁଅ ସୁବ୍ରତ ମଲ୍ଲିକ । ବାଇକ୍‌ରେ ତିନି ଜଣ ଥିଲେ । ଆହତ ଓ ଗୁରୁତରଙ୍କୁ ଜଗତସିଂହପୁର ଓ ପରେ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି ।You Can Read:ଭଣଜା ସହ ଯାଇଥିଲେ ବାଇକ୍ କିଣିବାକୁ, ଆଉ ଫେରିଲେନି ଘରକୁ

ବାଇକ୍-କାର୍ ମୁହାଁମୁହିଁ ଧକ୍କା : ବାପା ମୃତ, ପୁଅ ଗୁରୁତର

ଜଗତସିଂହପୁର ୩।୧୧: ଜଗତସିଂହପୁର କଟକ-ମାଛଗାଁ ମୁଖ୍ୟ ରାସ୍ତା ଗୋପାଳପୁର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ବାପା ମୃତ, ପୁଅ ଗୁରୁତର । ଅନ୍ୟ ଜଣେ ଆହତ ହୋଇଛନ୍ତି । ପୋଲିସ ଘଟଣା ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, କଟକ-ମାଛଗାଁ ମୁଖ୍ୟ ରାସ୍ତାର ଗୋପାଳପୁର ଛକ ନିକଟରେ ବାଇକ୍-କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ବାଇକ ଆରୋହୀ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ହୋଇଛନ୍ତି । ଅନ୍ୟ ଜଣେ ଆହତ ହୋଇଛନ୍ତି । ମୃତ ବାପା କାଲିଓ ଗାଁର ଦିଲୀପ ମଲିକ ଓ ଗୁରୁତର ତାଙ୍କ ପୁଅ ସୁବ୍ରତ ମଲ୍ଲିକ । ବାଇକ୍‌ରେ ତିନି ଜଣ ଥିଲେ । ଆହତ ଓ ଗୁରୁତରଙ୍କୁ ଜଗତସିଂହପୁର ଓ ପରେ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

You Can Read:

ଭଣଜା ସହ ଯାଇଥିଲେ ବାଇକ୍ କିଣିବାକୁ, ଆଉ ଫେରିଲେନି ଘରକୁ