ବାଇକ୍-ଟ୍ରକ ମଧ୍ୟରେ ଧକ୍କା, ବାପା-ପୁଅ ଗୁରୁତର
ପାଟଣା ୦୭।୦୩ : କେନ୍ଦୁଝର ଜିଲ୍ଲା ଜାତୀୟ ରାଜପଥ ୪୯ ନମ୍ବର ରେଙ୍ଗାଳବେଡା ନିକଟରେ ସଡ଼କ ଦୁର୍ଘଟଣା । ବାଇକ୍କୁ ଧକ୍କା ଦେଲା ଟ୍ରକ । ଆଉ ଏହି ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । wp:embed {"url":"https://www.prameyanews7.com/passenger-bus-went-down-the-road-balasore/","type":"wp-embed","providerNameSlug":"prameya-news-7"} https://www.prameyanews7.com/passenger-bus-went-down-the-road-balasore/ /wp:embed ଖବର ଅନୁଯାୟୀ, ବାପା-ପୁଅ ଦୁଇ ଜଣ ବାଇକ୍ରେ କୌଣସି କାମରେ ଯାଉଥିଲେ । ଏହି ସମୟରେ ରେଙ୍ଗାଳବେଡା ନିକଟରେ ଏକ ଟ୍ରକ ସହିତ ଧକ୍କା ହୋଇଥିଲା । ଯାହାଫଳରେ ଗାଡିରେ ଥିବା ବାପା-ପୁଅ ଗୁରୁତର ହୋଇଛନ୍ତି । ଦୁର୍ଘଟଣା ପରେ ଦୁଇ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁଇ ଗୁରୁତର ଚିଲିଦା ଗ୍ରାମର ଲକ୍ଷ୍ମଣ ମହାନ୍ତ ଓ ଚନ୍ଦନ ମହାନ୍ତ ବୋଲି ଜଣାପଡିଛି । wp:embed {"url":"https://www.prameyanews7.com/amit-saha-visit-odisha-on-march-12/","type":"wp-embed","providerNameSlug":"prameya-news-7"} https://www.prameyanews7.com/amit-saha-visit-odisha-on-march-12/ /wp:embed
ପାଟଣା ୦୭।୦୩ : କେନ୍ଦୁଝର ଜିଲ୍ଲା ଜାତୀୟ ରାଜପଥ ୪୯ ନମ୍ବର ରେଙ୍ଗାଳବେଡା ନିକଟରେ ସଡ଼କ ଦୁର୍ଘଟଣା । ବାଇକ୍କୁ ଧକ୍କା ଦେଲା ଟ୍ରକ । ଆଉ ଏହି ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ବାପା-ପୁଅ ଦୁଇ ଜଣ ବାଇକ୍ରେ କୌଣସି କାମରେ ଯାଉଥିଲେ । ଏହି ସମୟରେ ରେଙ୍ଗାଳବେଡା ନିକଟରେ ଏକ ଟ୍ରକ ସହିତ ଧକ୍କା ହୋଇଥିଲା । ଯାହାଫଳରେ ଗାଡିରେ ଥିବା ବାପା-ପୁଅ ଗୁରୁତର ହୋଇଛନ୍ତି । ଦୁର୍ଘଟଣା ପରେ ଦୁଇ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁଇ ଗୁରୁତର ଚିଲିଦା ଗ୍ରାମର ଲକ୍ଷ୍ମଣ ମହାନ୍ତ ଓ ଚନ୍ଦନ ମହାନ୍ତ ବୋଲି ଜଣାପଡିଛି ।
wp:embed {"url":"https://www.prameyanews7.com/amit-saha-visit-odisha-on-march-12/","type":"wp-embed","providerNameSlug":"prameya-news-7"}