ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ଘଟଣାସ୍ଥଳରେ ଚାଲିଗଲା ଦୁଇ ଜଣଙ୍କ ଜୀବନ

କୋରାପୁଟ ୭।୯: କୋରାପୁଟ ୨୬ନଂ ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା । ୧୪ ଚକିଆ ଟ୍ରକ୍ ସହ ବାଇକ୍ ଧକ୍କା ହେବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଘଟଣାସ୍ଥଳରୁ ଡ଼୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି । ଖବର ପାଇ ଘଟଣାସ୍ଥଳରେ କୋରାପୁଟ ଟାଉନ୍ ଥାନା ପୋଲିସ ସହ ସଦର ପୋଲିସ ଉପସ୍ଥିତ ରହି ତଦନ୍ତ କରୁଛି । ଦୁର୍ଘଟଣା ପରେ ଜାତୀୟ ରାଜପଥରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ରାଜପଥକୁ ସ୍ଵାଭାବିକ କରିବାକୁ ଚେଷ୍ଟା କରୁଛି ପୋଲିସ ।You Can Read:ମହିଳା କାଉନସିଲର ଓ ୨ ନାବାଳିକା ଝିଅଙ୍କୁ ଅପହରଣ ! ଥାନାରେ ଅଭିଯୋଗ କଲେ ସ୍ବାମୀ 

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ଘଟଣାସ୍ଥଳରେ ଚାଲିଗଲା ଦୁଇ ଜଣଙ୍କ ଜୀବନ

କୋରାପୁଟ ୭।୯: କୋରାପୁଟ ୨୬ନଂ ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା । ୧୪ ଚକିଆ ଟ୍ରକ୍ ସହ ବାଇକ୍ ଧକ୍କା ହେବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଘଟଣାସ୍ଥଳରୁ ଡ଼୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି । ଖବର ପାଇ ଘଟଣାସ୍ଥଳରେ କୋରାପୁଟ ଟାଉନ୍ ଥାନା ପୋଲିସ ସହ ସଦର ପୋଲିସ ଉପସ୍ଥିତ ରହି ତଦନ୍ତ କରୁଛି । 

ଦୁର୍ଘଟଣା ପରେ ଜାତୀୟ ରାଜପଥରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ରାଜପଥକୁ ସ୍ଵାଭାବିକ କରିବାକୁ ଚେଷ୍ଟା କରୁଛି ପୋଲିସ ।

You Can Read:

ମହିଳା କାଉନସିଲର ଓ ୨ ନାବାଳିକା ଝିଅଙ୍କୁ ଅପହରଣ ! ଥାନାରେ ଅଭିଯୋଗ କଲେ ସ୍ବାମୀ