ବାଇକ୍କୁ ପିଟିଲା ଡମ୍ଫର, ସ୍ତ୍ରୀ ଆଗରେ ଚାଲିଗଲା ସ୍ବାମୀଙ୍କ ଜୀବନ
ରାଉରକେଲା: ବାଇକ୍କୁ ପିଟିଲା ଡମ୍ଫର୍। ସ୍ତ୍ରୀ ଆଗରେ ଚାଲିଗଲା ସ୍ବାମୀର ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବନ୍ଧମୁଣ୍ଡା ନିକଟରେ। ମୃତକ ମନୁଆ ତିର୍କି ରାଉରକେଲା ଫର୍ଟିଲାଇଜର ଅଞ୍ଚଳରେ ।ସୂଚନା ଅନୁଯାୟୀ, ରବିବାର ସକାଳେ ବିଶ୍ରା ଅଞ୍ଚଳକୁ ଏହି ଦମ୍ପତ୍ତି କାମକୁ ଯାଇଥିଲେ। ତେବେ ଫେରିବା ସମୟରେ ବିଶ୍ରା ଛକ ଜୋନ୍-୩ DSP ଅଫିସ ନିକଟରେ ଏହି ଦୁର୍ଘଟଣା ଘଟିଥିଲା।
ରାଉରକେଲା: ବାଇକ୍କୁ ପିଟିଲା ଡମ୍ଫର୍। ସ୍ତ୍ରୀ ଆଗରେ ଚାଲିଗଲା ସ୍ବାମୀର ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବନ୍ଧମୁଣ୍ଡା ନିକଟରେ। ମୃତକ ମନୁଆ ତିର୍କି ରାଉରକେଲା ଫର୍ଟିଲାଇଜର ଅଞ୍ଚଳରେ ।
ସୂଚନା ଅନୁଯାୟୀ, ରବିବାର ସକାଳେ ବିଶ୍ରା ଅଞ୍ଚଳକୁ ଏହି ଦମ୍ପତ୍ତି କାମକୁ ଯାଇଥିଲେ। ତେବେ ଫେରିବା ସମୟରେ ବିଶ୍ରା ଛକ ଜୋନ୍-୩ DSP ଅଫିସ ନିକଟରେ ଏହି ଦୁର୍ଘଟଣା ଘଟିଥିଲା।