ବାଘଛାଲ ଡିଲ ବେଳେ ମାଡ଼ିବସିଲା ବନବିଭାଗ, ୬ ଗିରଫ

କରଞ୍ଜିଆ : ବାଘଛାଲ ଡିଲ ବେଳେ ମାଡ଼ିବସିଲା ବନବିଭାଗ । କଲରାପତରିଆ ବାଘ ଛାଲ ଜବତ ସହ ୬ଜଣଙ୍କୁ ଗିରଫ କରାଯାଇଛି । କରଞ୍ଜିଆ ବ୍ଲକ ମଣ୍ଡୁଆ ଗାଁର ନାୟକସାହି ନିକଟରେ ରେଡ କରି ବନବିଭାଗ ୬ଜଣଙ୍କୁ ଗିରଫ କରିଛି । ବାଘ ଛାଲ ଡିଲ ନେଇ ସୂଚନା ମିଳିବା ପରେ କରଞ୍ଜିଆ ଡିଏଫଓଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଚଢଉ କରାଯାଇଥିଲା । ବର୍ତ୍ତମାନ ବାଘ ଛାଲ ଡିଲ ନେଇ ତଦନ୍ତ ଜାରି […] The post ବାଘଛାଲ ଡିଲ ବେଳେ ମାଡ଼ିବସିଲା ବନବିଭାଗ, ୬ ଗିରଫ appeared first on KNews Odisha.

ବାଘଛାଲ ଡିଲ ବେଳେ ମାଡ଼ିବସିଲା ବନବିଭାଗ, ୬ ଗିରଫ
tiger skin

କରଞ୍ଜିଆ : ବାଘଛାଲ ଡିଲ ବେଳେ ମାଡ଼ିବସିଲା ବନବିଭାଗ । କଲରାପତରିଆ ବାଘ ଛାଲ ଜବତ ସହ ୬ଜଣଙ୍କୁ ଗିରଫ କରାଯାଇଛି । କରଞ୍ଜିଆ ବ୍ଲକ ମଣ୍ଡୁଆ ଗାଁର ନାୟକସାହି ନିକଟରେ ରେଡ କରି ବନବିଭାଗ ୬ଜଣଙ୍କୁ ଗିରଫ କରିଛି । ବାଘ ଛାଲ ଡିଲ ନେଇ ସୂଚନା ମିଳିବା ପରେ କରଞ୍ଜିଆ ଡିଏଫଓଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଚଢଉ କରାଯାଇଥିଲା । ବର୍ତ୍ତମାନ ବାଘ ଛାଲ ଡିଲ ନେଇ ତଦନ୍ତ ଜାରି ରହିଥିବା DFO ଶ୍ରୀକାନ୍ତ ନାଏକ ସୂଚନା ଦେଇଛନ୍ତି ।

The post ବାଘଛାଲ ଡିଲ ବେଳେ ମାଡ଼ିବସିଲା ବନବିଭାଗ, ୬ ଗିରଫ appeared first on KNews Odisha.