ବାଘଛାଲ ବିକ୍ରି ବେଳେ ମାଡ଼ି ବସିଲା କ୍ରାଇମବ୍ରାଞ୍ଚ
ନୟାଗଡ଼,୨୪।୭: ବାଘଛାଲ ବିକ୍ରି ବେଳେ କ୍ରାଇମବ୍ରାଞ୍ଚ STF ଚଢାଉ କରି ନୟାଗଡ଼ ବାଣୀଗୋଚ୍ଛା ଅଞ୍ଚଳରୁ ଗୁରୁବାର ୨ଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି। କ୍ରାଇମବ୍ରାଞ୍ଚ STF ଅଭିଯୁକ୍ତଙ୍କ ନିକଟରୁ ଏକ ବାଘ ଛାଲ ଜବତ କରିଛି। ମିଳିଥିବା ସୂଚନା ମୁତାବକ, ନୟାଗଡ଼ ବାଣୀଗୋଚ୍ଛା ଗ୍ରାମରେ ବାଘଛାଲ ବିକ୍ରି ହେଉଥିବା ନେଇ କ୍ରାଇମବ୍ରାଞ୍ଚ STF ଟିମ୍କୁ ଖବର ମଳିଥିଲା। ଏନେଇ କ୍ରାଇମବ୍ରାଞ୍ଚ STF ଟିମ୍ ଚଢାଉ କରି ଅଭିଯୁକ୍ତଙ୍କ ନିକଟରୁ ଏକ ବାଘ ଛାଲ ଜବତ କରିଛି। ଏନେଇ […] The post ବାଘଛାଲ ବିକ୍ରି ବେଳେ ମାଡ଼ି ବସିଲା କ୍ରାଇମବ୍ରାଞ୍ଚ appeared first on Dharitri Odia News.
ନୟାଗଡ଼,୨୪।୭: ବାଘଛାଲ ବିକ୍ରି ବେଳେ କ୍ରାଇମବ୍ରାଞ୍ଚ STF ଚଢାଉ କରି ନୟାଗଡ଼ ବାଣୀଗୋଚ୍ଛା ଅଞ୍ଚଳରୁ ଗୁରୁବାର ୨ଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି। କ୍ରାଇମବ୍ରାଞ୍ଚ STF ଅଭିଯୁକ୍ତଙ୍କ ନିକଟରୁ ଏକ ବାଘ ଛାଲ ଜବତ କରିଛି।
ମିଳିଥିବା ସୂଚନା ମୁତାବକ, ନୟାଗଡ଼ ବାଣୀଗୋଚ୍ଛା ଗ୍ରାମରେ ବାଘଛାଲ ବିକ୍ରି ହେଉଥିବା ନେଇ କ୍ରାଇମବ୍ରାଞ୍ଚ STF ଟିମ୍କୁ ଖବର ମଳିଥିଲା। ଏନେଇ କ୍ରାଇମବ୍ରାଞ୍ଚ STF ଟିମ୍ ଚଢାଉ କରି ଅଭିଯୁକ୍ତଙ୍କ ନିକଟରୁ ଏକ ବାଘ ଛାଲ ଜବତ କରିଛି। ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ଏକ ମାଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛ
The post ବାଘଛାଲ ବିକ୍ରି ବେଳେ ମାଡ଼ି ବସିଲା କ୍ରାଇମବ୍ରାଞ୍ଚ appeared first on Dharitri Odia News.