ବାଙ୍କୀରେ ଚାଞ୍ଚଲ୍ୟ, ପୁରୁଷ ବନ୍ଧୁ ଘରୁ ଉଦ୍ଧାର ହେଲା ନାବାଳିକାର ମୃତଦେହ

ବାଙ୍କୀ: ପୁରୁଷ ବନ୍ଧୁ ଘରୁ ଉଦ୍ଧାର ହେଲା ନାବାଳିକାର ମୃତଦେହ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଙ୍କି ଥାନା ଅଧୀନରେ। ମୃତ ନାବାଳିକା ହେଉଛନ୍ତି ବାଙ୍କୀ ତାଳବସ୍ତର ମାମା ଗୋଛି। ୧୫ ଦିନ ହେବ ନାବାଳିକା ପୁରୁଷ ବନ୍ଧୁ ଘରେ ଥିଲେ।ତେବେ ନାବାଳିକାଙ୍କ ପରିବାର ପକ୍ଷରୁ ବାଙ୍କି ଥାନାରେ ଅଭିଯୋଗରେ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଆଉ ନାବାଳିକାଙ୍କ ପୁରୁଷ ବନ୍ଧୁ ସାଗର ଭୋଇକୁ ଅଟକ ରଖିଛି ବାଙ୍କୀ ପୋଲିସ। ସାଗର ତିଗିରିଆ ଥାନା ଅନ୍ତର୍ଗତ ହାଟମାଳ ଗ୍ରାମର। ମୃତ ନାବାଳିକାଙ୍କ ଶବ ବ୍ୟବଛେଦ ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି। Updating...

ବାଙ୍କୀରେ ଚାଞ୍ଚଲ୍ୟ, ପୁରୁଷ ବନ୍ଧୁ ଘରୁ ଉଦ୍ଧାର ହେଲା ନାବାଳିକାର ମୃତଦେହ

ବାଙ୍କୀ: ପୁରୁଷ ବନ୍ଧୁ ଘରୁ ଉଦ୍ଧାର ହେଲା ନାବାଳିକାର ମୃତଦେହ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଙ୍କି ଥାନା ଅଧୀନରେ। ମୃତ ନାବାଳିକା ହେଉଛନ୍ତି ବାଙ୍କୀ ତାଳବସ୍ତର ମାମା ଗୋଛି। ୧୫ ଦିନ ହେବ ନାବାଳିକା ପୁରୁଷ ବନ୍ଧୁ ଘରେ ଥିଲେ।

ତେବେ ନାବାଳିକାଙ୍କ ପରିବାର ପକ୍ଷରୁ ବାଙ୍କି ଥାନାରେ ଅଭିଯୋଗରେ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଆଉ ନାବାଳିକାଙ୍କ ପୁରୁଷ ବନ୍ଧୁ ସାଗର ଭୋଇକୁ ଅଟକ ରଖିଛି ବାଙ୍କୀ ପୋଲିସ। ସାଗର ତିଗିରିଆ ଥାନା ଅନ୍ତର୍ଗତ ହାଟମାଳ ଗ୍ରାମର। ମୃତ ନାବାଳିକାଙ୍କ ଶବ ବ୍ୟବଛେଦ ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି। 

Updating...