ବାଜିଲା ଘଣ୍ଟି, ଖାତାକୁ ଆସିଲା ଟଙ୍କା

ବାଜିଲା ଘଣ୍ଟି, ଖାତାକୁ ଆସିଲା ଟଙ୍କା। ସୁଭଦ୍ରା ହୀତାଧିକାରୀଙ୍କ ଓଠିରେ ଫୁଟିଲା ହସ। ପ୍ରଥମ କିସ୍ତି ପାଇଥିବା ହିତାଧିକାରୀଙ୍କୁ ପୁଣି ମିଳିଲା ୫ ହଜାର ଟଙ୍କା। ପ୍ରଥମ କରି ସୁଭଦ୍ରାରେ ଯୋଡି ହୋଇଥିବା ମହିଳାଙ୍କୁ ସରକାର ଦେଲେ ୧୦ ହଜାର।

ବାଜିଲା ଘଣ୍ଟି, ଖାତାକୁ ଆସିଲା ଟଙ୍କା
Array