ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ, ୩ ଗୁରୁତର ମେଡ଼ିକାଲରେ ଭର୍ତ୍ତି

ନୟାଗଡ଼ ୧୩।୪: ବାଣ ତିଆରି ବେଳେ ଅଘଟଣ । ଭୟଙ୍କର ବାଣ ବିସ୍ଫୋରଣ ଘଟିଛି । ବିସ୍ଫୋରଣ ଫଳରେ ୩ ଜଣ ଗୁରୁତର ହୋଇଛନ୍ତି । ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅନ୍ତର୍ଗତ କୃଷ୍ଣପଲୀ ଗାଁରେ ଏଭଳି ବିସ୍ଫୋରଣ ଘଟିଛି । ସୂଚନାଯୋଗ୍ୟ ଯେ, ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅନ୍ତର୍ଗତ କୃଷ୍ଣପଲୀ ଗାଁରେ ବାଣ ତିଆରି କରୁଥିବା ବେଳେ ଭୟଙ୍କର ବିସ୍ଫୋରଣ ଘଟିଛି । ବିସ୍ଫୋରଣ ଫଳରେ ତିନି ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ନୟାଗଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । You Can Read:ଚାଲାଣ ହେଉଥିଲା ସାମୁଦ୍ରିକ ସାର୍କ ମାଛ, ଗାଡ଼ି ସହ ଧରିଲା ବନ ବିଭାଗ

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ, ୩ ଗୁରୁତର ମେଡ଼ିକାଲରେ ଭର୍ତ୍ତି

ନୟାଗଡ଼ ବାଣ ତିଆରି ବେଳେ ଅଘଟଣ । ଭୟଙ୍କର ବାଣ ବିସ୍ଫୋରଣ ଘଟିଛି । ବିସ୍ଫୋରଣ ଫଳରେ ୩ ଜଣ ଗୁରୁତର ହୋଇଛନ୍ତି । ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅନ୍ତର୍ଗତ କୃଷ୍ଣପଲୀ ଗାଁରେ ଏଭଳି ବିସ୍ଫୋରଣ ଘଟିଛି । 

ସୂଚନାଯୋଗ୍ୟ ଯେ, ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅନ୍ତର୍ଗତ କୃଷ୍ଣପଲୀ ଗାଁରେ ବାଣ ତିଆରି କରୁଥିବା ବେଳେ ଭୟଙ୍କର ବିସ୍ଫୋରଣ ଘଟିଛି । ବିସ୍ଫୋରଣ ଫଳରେ ତିନି ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ନୟାଗଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । 

You Can Read:

ଚାଲାଣ ହେଉଥିଲା ସାମୁଦ୍ରିକ ସାର୍କ ମାଛ, ଗାଡ଼ି ସହ ଧରିଲା ବନ ବିଭାଗ