ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ: ୫ ମୃତ, ଏବେ ବି ଅନେକ ଫସି ରହିଛନ୍ତି

ଲକ୍ଷ୍ନୌ,୨୫ା୨: ଉତ୍ତରପ୍ରଦେଶର କୌଶମ୍ବୀ ଜିଲାର ଏକ ବାଣ କାରଖାନାରେ ରବିବାର ବ୍ୟାପକ ବିସ୍ଫୋରଣ ହୋଇଥିବା ଘଟଣା ସାମ୍ନାକୁ ଆସଛି। ପ୍ରାଥମିକ ସୂଚନାନୁଯାୟୀ, ଏହି ଦୁର୍ଘଟଣାରେ ପ୍ରାୟ ୫ ଜଣଙ୍କର ମୃତ୍ୟୁ ହୋଇଛି। ଅନେକ ଲୋକ ଗୁରୁତର ହୋଇଛନ୍ତି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏହି ଘଟଣା ଜିଲାର କୋଖରାଜ ଥାନା ଅନ୍ତର୍ଗତ ଭରଓ୍ବାରୀ ସହରରେ ଘଟିଛି। ବର୍ତ୍ତମାନ ସୁଦ୍ଧା ୧୦ଜଣଙ୍କୁ କାରଖାନାରୁ ଉଦ୍ଧାର କରାଯାଇଛି। ସମସ୍ତଙ୍କ ଅବସ୍ଥା ଅତ୍ୟନ୍ତ ଚିନ୍ତାଜନକ ବୋଲି […] The post ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ: ୫ ମୃତ, ଏବେ ବି ଅନେକ ଫସି ରହିଛନ୍ତି appeared first on Dharitri Odia News.

ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ: ୫ ମୃତ, ଏବେ ବି ଅନେକ ଫସି ରହିଛନ୍ତି

ଲକ୍ଷ୍ନୌ,୨୫ା୨: ଉତ୍ତରପ୍ରଦେଶର କୌଶମ୍ବୀ ଜିଲାର ଏକ ବାଣ କାରଖାନାରେ ରବିବାର ବ୍ୟାପକ ବିସ୍ଫୋରଣ ହୋଇଥିବା ଘଟଣା ସାମ୍ନାକୁ ଆସଛି। ପ୍ରାଥମିକ ସୂଚନାନୁଯାୟୀ, ଏହି ଦୁର୍ଘଟଣାରେ ପ୍ରାୟ ୫ ଜଣଙ୍କର ମୃତ୍ୟୁ ହୋଇଛି। ଅନେକ ଲୋକ ଗୁରୁତର ହୋଇଛନ୍ତି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

Kaushambi Blast: कौशांबी में पटाखा फैक्ट्री में विस्फोट, छह लोगों की मौत; राहत और बचाव कार्य जारी

ଏହି ଘଟଣା ଜିଲାର କୋଖରାଜ ଥାନା ଅନ୍ତର୍ଗତ ଭରଓ୍ବାରୀ ସହରରେ ଘଟିଛି। ବର୍ତ୍ତମାନ ସୁଦ୍ଧା ୧୦ଜଣଙ୍କୁ କାରଖାନାରୁ ଉଦ୍ଧାର କରାଯାଇଛି। ସମସ୍ତଙ୍କ ଅବସ୍ଥା ଅତ୍ୟନ୍ତ ଚିନ୍ତାଜନକ ବୋଲି କୁହାଯାଉଛି। କାରଖାନା ଭିତରେ ପ୍ରାୟ ୮ ଜଣ ଲୋକ ଫସି ରହିଛନ୍ତି।

ସୂଚନାଯୋଗ୍ୟ, ରବିବାର ମଧ୍ୟାହ୍ନରେ ୧୫ରୁ ୨୦ ଜଣ ଶ୍ରମିକ କାରଖାନାରେ କାମ କରୁଥିବାବେଳେ ହଠାତ୍‌ ବିସ୍ଫୋରଣ ଶବ୍ଦ ହୋଇଥିଲା। ତୁରନ୍ତ ଅଗ୍ନିଶମ ବାହିନୀ ଏବଂ ପୋଲିସକୁ ସୂଚନା ଦିଆଯାଇଥିଲା। ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ କରାଯାଉଛି, ଶରଫତ ଅଲ୍ଲୀଙ୍କ ପୁଅ ସହିଦ ଏବଂ ତାଙ୍କ ଭାଇ କୌସରଙ୍କ ସହ ଭିତରୁ ବାହାରକୁ ନିଆଯାଇଛି, ସେମାନଙ୍କ ଅବସ୍ଥା ଗୁରୁତର ରହିଛି।

The post ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ: ୫ ମୃତ, ଏବେ ବି ଅନେକ ଫସି ରହିଛନ୍ତି appeared first on Dharitri Odia News.