ବାଣ ସହ ୫ ବୋମା ଜବତ

ଜଗତସିଂହପୁର,୯।୩ ସଦର ଥାନା ବଡ଼ ଦେଢ଼ିଲୋରେ ବିପୁଳ ବାଣ ଜବତ ହୋଇଛି। ବାଣ ଜବତ କରିବା ସହ ବେପାରୀଙ୍କୁ ପୋଲିସ ଗିରଫ କରିଛି। ବାରୁଦ, ବାଣ ତିଆରୀ ସାମଗ୍ରୀ ସହ ୫ଟି ବୋମା ଜବତ କରିଛି। The post ବାଣ ସହ ୫ ବୋମା ଜବତ appeared first on Dharitri Odia News.

ବାଣ ସହ ୫ ବୋମା ଜବତ

ଜଗତସିଂହପୁର,୯।୩ ସଦର ଥାନା ବଡ଼ ଦେଢ଼ିଲୋରେ ବିପୁଳ ବାଣ ଜବତ ହୋଇଛି। ବାଣ ଜବତ କରିବା ସହ ବେପାରୀଙ୍କୁ ପୋଲିସ ଗିରଫ କରିଛି। ବାରୁଦ, ବାଣ ତିଆରୀ ସାମଗ୍ରୀ ସହ ୫ଟି ବୋମା ଜବତ କରିଛି।

The post ବାଣ ସହ ୫ ବୋମା ଜବତ appeared first on Dharitri Odia News.