ବାଣୀବିହାର କ୍ୟାମ୍ପସ ମନ୍ଦିର ନିକଟରୁ ୮୦ ଲକ୍ଷ ଟଙ୍କାର ହେରୋଇନ ଜବତ, ବିକ୍ରି ପାଇଁ ଚାଲିଥିଲା ଡ଼ିଲ୍

ଭୁବନେଶ୍ୱର : ବାଣୀବିହାରରୁ ହେରୋଇନ ଜବତ । ଉତ୍କଳ ବିଶ୍ୱବିଦ୍ୟାଳୟ ଭିତରେ ଥିବା ଶିବ ମନ୍ଦିର ନିକଟରୁ ମିଳିଲା ହେରୋଇନ । ୮୦ ଲକ୍ଷ ଟଙ୍କାର ହେରୋଇନ ଜବତ ହୋଇଛି । ଛାତ୍ର ଛାତ୍ରୀଙ୍କୁ ବିକ୍ରି କରିବାକୁ ଡ଼ିଲ୍ ଚାଲିଥିବା ବେଳେ ମାଡ଼ି ବସିଲା ଅବକାରୀ ବିଭାଗ । ୮୦ ଲକ୍ଷ ଟଙ୍କାର ହେରୋଇନ ଜବତ ହୋଇଛି । The post ବାଣୀବିହାର କ୍ୟାମ୍ପସ ମନ୍ଦିର ନିକଟରୁ ୮୦ ଲକ୍ଷ ଟଙ୍କାର ହେରୋଇନ ଜବତ, ବିକ୍ରି ପାଇଁ ଚାଲିଥିଲା ଡ଼ିଲ୍ appeared first on KNews Odisha.

ବାଣୀବିହାର କ୍ୟାମ୍ପସ ମନ୍ଦିର ନିକଟରୁ ୮୦ ଲକ୍ଷ ଟଙ୍କାର ହେରୋଇନ ଜବତ, ବିକ୍ରି ପାଇଁ ଚାଲିଥିଲା ଡ଼ିଲ୍
heroine

ଭୁବନେଶ୍ୱର : ବାଣୀବିହାରରୁ ହେରୋଇନ ଜବତ । ଉତ୍କଳ ବିଶ୍ୱବିଦ୍ୟାଳୟ ଭିତରେ ଥିବା ଶିବ ମନ୍ଦିର ନିକଟରୁ ମିଳିଲା ହେରୋଇନ । ୮୦ ଲକ୍ଷ ଟଙ୍କାର ହେରୋଇନ ଜବତ ହୋଇଛି । ଛାତ୍ର ଛାତ୍ରୀଙ୍କୁ ବିକ୍ରି କରିବାକୁ ଡ଼ିଲ୍ ଚାଲିଥିବା ବେଳେ ମାଡ଼ି ବସିଲା ଅବକାରୀ ବିଭାଗ । ୮୦ ଲକ୍ଷ ଟଙ୍କାର ହେରୋଇନ ଜବତ ହୋଇଛି ।

The post ବାଣୀବିହାର କ୍ୟାମ୍ପସ ମନ୍ଦିର ନିକଟରୁ ୮୦ ଲକ୍ଷ ଟଙ୍କାର ହେରୋଇନ ଜବତ, ବିକ୍ରି ପାଇଁ ଚାଲିଥିଲା ଡ଼ିଲ୍ appeared first on KNews Odisha.