ବାତ୍ୟା ପୂର୍ବରୁ ଆଳୁ ଗାଏବ୍
ସମ୍ଭାବ୍ୟ ବାତ୍ୟା ଦାନା ପୂର୍ବରୁ ଜଟଣୀ ପରିବା ବଜାରରୁ ଆଳୁ ଉଭାନ । ଯେଉଁ କିଛି ଆଳୁ ମହଜୁଦ ରହିଛି ଚଡ଼ା ଦରରେ ବିକ୍ରି କରୁଛନ୍ତି ଅସାଧୁ ବ୍ୟବସାୟୀ । ଫଳରେ ସାଧାରଣ ଖାଉଟି ନାନା ହଇରାଣର ଶିକାର ହେଉଥିବା ଦେଖିବାକୁ ମିଳିଛି । The post ବାତ୍ୟା ପୂର୍ବରୁ ଆଳୁ ଗାଏବ୍ appeared first on Dharitri Odia News.
ସମ୍ଭାବ୍ୟ ବାତ୍ୟା ଦାନା ପୂର୍ବରୁ ଜଟଣୀ ପରିବା ବଜାରରୁ ଆଳୁ ଉଭାନ । ଯେଉଁ କିଛି ଆଳୁ ମହଜୁଦ ରହିଛି ଚଡ଼ା ଦରରେ ବିକ୍ରି କରୁଛନ୍ତି ଅସାଧୁ ବ୍ୟବସାୟୀ । ଫଳରେ ସାଧାରଣ ଖାଉଟି ନାନା ହଇରାଣର ଶିକାର ହେଉଥିବା ଦେଖିବାକୁ ମିଳିଛି ।
The post ବାତ୍ୟା ପୂର୍ବରୁ ଆଳୁ ଗାଏବ୍ appeared first on Dharitri Odia News.