ବାପ ଘରୁ ବିଦାୟ ନେଇ ଶାଶୁ ଘରକୁ ଗଲେ ମାଆ ଠାକୁରାଣୀ,ମା'ଙ୍କୁ ବିଦାୟ ଦେଇ କାନ୍ଦିଲେ ଭକ୍ତ....
ଶେଷ ହୋଇଛି ମା ବୁଢୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା। ଅସ୍ଥାୟୀ ମଣ୍ଡପରେ ପ୍ରାୟ ୨୬ ଦିନ ଧରି ବାପ ଘରେ ରହଣି ପରେ ବିଳମ୍ୱିତ ରାତିରେ ବିରାଟ ପଟୁଆରରେ ମାଙ୍କୁ ଶାଶୂଘରକୁ ବିଦାୟ ଦିଆଯାଇଥିଲା। ହଜାର ହଜାର ସଂଖ୍ୟାରେ ମହିଳା ମାନସିକଧାରୀ