ବାପ-ପୁଅଙ୍କୁ ମାରିଦେଲେ ମାଓବାଦୀ
ଛତ୍ରା,୨୬ା୫: ଝାଡ଼ଖଣ୍ଡର ଛତ୍ରା ଜିଲାରେ ପୋଲିସ ଇନ୍ଫର୍ମର ସନ୍ଦେହରେ ମାଓବାଦୀମାନେ ବାପ-ପୁଅଙ୍କୁ ହତ୍ୟା କରିଛନ୍ତି। କୁଣ୍ଡା ଥାନା ଅଧୀନ ହିନ୍ଦିଆକାଲା ଗ୍ରାମରେ ଏହି ଘଟଣା ଘଟିଛି। ଆଦିବାସୀ ସମ୍ପ୍ରଦାୟର ଛେଦି ବିହୋର ଓ ତାଙ୍କ ପୁଅ ପଙ୍କଜଙ୍କୁ ମାଓବାଦୀମାନେ ୧୦,୦୦୦ ଟଙ୍କା ମାଗିଥିଲେ। ଟଙ୍କା ପାଇବା ପରେ ଉଭୟଙ୍କୁ ତ୍ରିତିୟା ସମ୍ମେଳନ ପ୍ରସ୍ତୁତି କମିଟିର ୬୦ରୁ ୭୦ ମାଓବାଦୀ ମାଡ଼ ମାରିବା ସହ ଗୁଳି କରିଥିବା ସ୍ଥାନୀୟ ଏସ୍ପି ବିକାଶ ପାଣ୍ଡେ ସୂଚନା ଦେଇଛନ୍ତି। The post ବାପ-ପୁଅଙ୍କୁ ମାରିଦେଲେ ମାଓବାଦୀ appeared first on Dharitri Odia News.
ଛତ୍ରା,୨୬ା୫: ଝାଡ଼ଖଣ୍ଡର ଛତ୍ରା ଜିଲାରେ ପୋଲିସ ଇନ୍ଫର୍ମର ସନ୍ଦେହରେ ମାଓବାଦୀମାନେ ବାପ-ପୁଅଙ୍କୁ ହତ୍ୟା କରିଛନ୍ତି। କୁଣ୍ଡା ଥାନା ଅଧୀନ ହିନ୍ଦିଆକାଲା ଗ୍ରାମରେ ଏହି ଘଟଣା ଘଟିଛି।
ଆଦିବାସୀ ସମ୍ପ୍ରଦାୟର ଛେଦି ବିହୋର ଓ ତାଙ୍କ ପୁଅ ପଙ୍କଜଙ୍କୁ ମାଓବାଦୀମାନେ ୧୦,୦୦୦ ଟଙ୍କା ମାଗିଥିଲେ। ଟଙ୍କା ପାଇବା ପରେ ଉଭୟଙ୍କୁ ତ୍ରିତିୟା ସମ୍ମେଳନ ପ୍ରସ୍ତୁତି କମିଟିର ୬୦ରୁ ୭୦ ମାଓବାଦୀ ମାଡ଼ ମାରିବା ସହ ଗୁଳି କରିଥିବା ସ୍ଥାନୀୟ ଏସ୍ପି ବିକାଶ ପାଣ୍ଡେ ସୂଚନା ଦେଇଛନ୍ତି।
The post ବାପ-ପୁଅଙ୍କୁ ମାରିଦେଲେ ମାଓବାଦୀ appeared first on Dharitri Odia News.