ବାପା-ପୁଅକୁ ହତ୍ୟା ମାମଲା : ଗୋଟିଏ ପରିବାରର ୫ ଜଣଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ

ବ୍ରହ୍ମପୁର ୨୧।୩: ହତ୍ୟା ମାମଲାରେ ୫ ଜଣଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ । ଡବଲ ମର୍ଡର ଘଟଣାରେ ବ୍ରହ୍ମପୁର ଏଡ଼ିଜେ-୧ କୋର୍ଟ ଏହି ରାୟ ପ୍ରକାଶ କରିଛନ୍ତି । ଗୋଟିଏ ପରିବାରର ୫ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଏଡ଼ିଜେ-୧ କୋର୍ଟ ।୨୦୧୩ ମସିହା ଡିସେମ୍ବର ୨୮ ତାରିଖରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଅଞ୍ଚଳର ଗୁଲା ସ୍ବାଇଁ ଓ ରାଜୀବ ସ୍ବାଇଁ ବାପ-ପୁଅଙ୍କୁ ହତ୍ୟା କରିଥିଲେ । ଏହି ମାମଲାରେ ୧୯ ଜଣଙ୍କ ସାକ୍ଷୀକୁ ଭିତ୍ତିକରି କୋର୍ଟ ଏଭଳି ରାୟ ଶୁଣାଇଛନ୍ତି । ୫ ଦୋଷୀ ହେଲେ ଧନୁ ସ୍ବାଇଁ, କାର୍ତ୍ତିକ ସ୍ବାଇଁ, ଅମିନ ସ୍ବାଇଁ, ଭଗବାନ ସ୍ବାଇଁ ଓ ବାୟା ସ୍ବାଇଁ । ଏହି ୫ ଜଣଙ୍କୁ ବ୍ରହ୍ମପୁର ଏଡ଼ିଜେ-୧ କୋର୍ଟ ଆଜୀବନ କାରାଦଣ୍ଡ ରାୟ ଶୁଣାଇଛନ୍ତି । You Can Read:ବାଇକ୍ ଦୁର୍ଘଟଣାରେ ଚୋରମୁହାଁ ପଞ୍ଚାୟତ ସରପଞ୍ଚଙ୍କ ମୃତ୍ୟୁ 

ବାପା-ପୁଅକୁ ହତ୍ୟା ମାମଲା : ଗୋଟିଏ ପରିବାରର ୫ ଜଣଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ

ବ୍ରହ୍ମପୁର ୨୧।୩: ହତ୍ୟା ମାମଲାରେ ୫ ଜଣଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ । ଡବଲ ମର୍ଡର ଘଟଣାରେ ବ୍ରହ୍ମପୁର ଏଡ଼ିଜେ-୧ କୋର୍ଟ ଏହି ରାୟ ପ୍ରକାଶ କରିଛନ୍ତି । ଗୋଟିଏ ପରିବାରର ୫ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଏଡ଼ିଜେ-୧ କୋର୍ଟ ।

୨୦୧୩ ମସିହା ଡିସେମ୍ବର ୨୮ ତାରିଖରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଅଞ୍ଚଳର ଗୁଲା ସ୍ବାଇଁ ଓ ରାଜୀବ ସ୍ବାଇଁ ବାପ-ପୁଅଙ୍କୁ ହତ୍ୟା କରିଥିଲେ । ଏହି ମାମଲାରେ ୧୯ ଜଣଙ୍କ ସାକ୍ଷୀକୁ ଭିତ୍ତିକରି କୋର୍ଟ ଏଭଳି ରାୟ ଶୁଣାଇଛନ୍ତି । ୫ ଦୋଷୀ ହେଲେ ଧନୁ ସ୍ବାଇଁ, କାର୍ତ୍ତିକ ସ୍ବାଇଁ, ଅମିନ ସ୍ବାଇଁ, ଭଗବାନ ସ୍ବାଇଁ ଓ ବାୟା ସ୍ବାଇଁ । ଏହି ୫ ଜଣଙ୍କୁ ବ୍ରହ୍ମପୁର ଏଡ଼ିଜେ-୧ କୋର୍ଟ ଆଜୀବନ କାରାଦଣ୍ଡ ରାୟ ଶୁଣାଇଛନ୍ତି ।

 You Can Read:

ବାଇକ୍ ଦୁର୍ଘଟଣାରେ ଚୋରମୁହାଁ ପଞ୍ଚାୟତ ସରପଞ୍ଚଙ୍କ ମୃତ୍ୟୁ