ବାପାଙ୍କ ମୃତ୍ୟୁର ବର୍ଷେ ନପୂରୁଣୁ ପାଣିରେ ବୁଡିଗଲା ପୁଅର ଜୀବନ, ବାହୁନି ବାହୁନି କାନ୍ଦୁଚି ମା...

ପୋଖରୀରେ ବୁଡି ଚାଲିଗଲା ପୁଅ । ବାପା ଆରପାରିକୁ ଯିବାର ବର୍ଷେ ନ ପୂରୁଣୁ ପୁଅ ଚାଲିଗଲା | ସ୍ୱାମୀକୁ ହରେଇଥିବା ଦୁଃଖ ମନରୁ ନଲିଭୁଣୁ ପୁଅ କୋଳ ଖାଲି କରି ଚାଲିଗଲା ଆରପାରିକୁ | ଧର୍ଯ୍ୟ ଧରି ପାରୁନି ମା | ମେଡିକାଲ ବେଡ଼ ରେ ପଡିଥିବା ପୁଅର