ବୈଜୟନ୍ତଙ୍କ ଅଧ୍ୟକ୍ଷତାରେ ବସିଲା ପବ୍ଲିକ ଅଣ୍ଡରଟେକିଂ କମିଟି ବୈଠକ

କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ ରାଷ୍ଟ୍ରାୟତ ବୀମା କମ୍ପାନୀଗୁଡ଼ିକର ପ୍ରଦର୍ଶନ ନେଇ ପବ୍ଲିକ ଅଣ୍ଡରଟେକିଂ କମିଟିର ବୈଠକ। ନୂଆଦିଲ୍ଲୀରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି। #BaijayantPanda #BJP