ବାବୁମାନେ ଦଳ ପାଇଁ କାମ କରୁଛନ୍ତି କି ?

ବିରୋଧୀ ଅଭିଯୋଗ କରୁଛନ୍ତି, ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ତହସିଲଦାର ଯାଏଁ ସମସ୍ତଙ୍କୁ ବ୍ୟବହାର କରୁଛି ବିଜେଡି।

ବାବୁମାନେ ଦଳ ପାଇଁ କାମ କରୁଛନ୍ତି କି ?

ପୁରା ଓଡ଼ିଶାର ଶାସନ କାଳ ଏବେ ଅଫିସରଙ୍କ ହାତରେ। କ୍ଷମତା ଲୋଭ ଏବଂ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ସରକାରୀ ବାବୁମାନେ ଚାପରେ ଚେପା ଥିବା ଅଭିଯୋଗ ହେଉଛି। ବିରୋଧୀ ଅଭିଯୋଗ କରୁଛନ୍ତି, ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ତହସିଲଦାର ଯାଏଁ ସମସ୍ତଙ୍କୁ ବ୍ୟବହାର କରୁଛି ବିଜେଡି। ଅପରପଟେ ଶାସକ ଦଳ ଏହାକୁ ଖଣ୍ଡନ କରୁଛି। ଗ୍ରାଉଣ୍ଡ ଜିରୋର ସ୍ଥିତି କ’ଣ ? ଏହାକୁ ନେଇ ଓଡିଶା ରିପୋର୍ଟରର କାର୍ଯ୍ୟକ୍ରମ ସୋସିଆଲ ଡିବେଟ୍ (SOCIAL DEBATE)ରେ ଆଲୋଚନା, ‘ ବାବୁମାନେ ଦଳ ପାଇଁ କାମ କରୁଛନ୍ତି କି ?’ । ଦେଖନ୍ତୁ ପୂରା ରିପୋର୍ଟ।