ବାରବାଟୀରେ ରୋହିତ ଯାଦୁ: ୩୨ତମ ଶତକ ମାରିଲେ ହିଟମ୍ୟାନ

କଟକ:ରୋହିତଙ୍କ ପାଇଁ ବାରବାଟୀ ଲକି। ବାରବାଟୀରେ ଚାଲିଲା ରୋହିତ ଶର୍ମାଙ୍କ ଯାଦୁ। ଫର୍ମକୁ ଆସିଲେ ହିଟମ୍ୟାନ। ଚଉକା ଓ ଛକା ମାରି ଦର୍ଶକଙ୍କୁ ଖୁସ କଲେ ରୋହିତ। ୯୦ ବଲରେ ୧୧୯ ରନର ଜବରଦସ୍ତ ପାଳି ଖେଳିଛନ୍ତି ରୋହିତ। ଶେଷଥର ଅଫଗାନିସ୍ଥାନ ବିପକ୍ଷରେ ଦିନିକିଆରେ ଶତକ ମାରିଥିଲେ। ୨୦୨୩ ପରେ ଦୀର୍ଘ ଦୁଇ ବର୍ଷପରେ ରୋହିତ ବାରବାଟୀରେ ଶତକ ମାରିଛନ୍ତି। ଖରାପ ଫର୍ମକୁ ନେଇ ରୋହିତ ସମାଲୋଚନାର ଶିକାର ହେଉଥିଲେ। ତାଙ୍କ ଖେଳକୁ ନେଇ ପ୍ରଶ୍ନ ଉଠାଇଥିଲେ […]

ବାରବାଟୀରେ ରୋହିତ ଯାଦୁ: ୩୨ତମ ଶତକ ମାରିଲେ ହିଟମ୍ୟାନ

କଟକ:ରୋହିତଙ୍କ ପାଇଁ ବାରବାଟୀ ଲକି। ବାରବାଟୀରେ ଚାଲିଲା ରୋହିତ ଶର୍ମାଙ୍କ ଯାଦୁ। ଫର୍ମକୁ ଆସିଲେ ହିଟମ୍ୟାନ। ଚଉକା ଓ ଛକା ମାରି ଦର୍ଶକଙ୍କୁ ଖୁସ କଲେ ରୋହିତ। ୯୦ ବଲରେ ୧୧୯ ରନର ଜବରଦସ୍ତ ପାଳି ଖେଳିଛନ୍ତି ରୋହିତ। ଶେଷଥର ଅଫଗାନିସ୍ଥାନ ବିପକ୍ଷରେ ଦିନିକିଆରେ ଶତକ ମାରିଥିଲେ। ୨୦୨୩ ପରେ ଦୀର୍ଘ ଦୁଇ ବର୍ଷପରେ ରୋହିତ ବାରବାଟୀରେ ଶତକ ମାରିଛନ୍ତି।
ଖରାପ ଫର୍ମକୁ ନେଇ ରୋହିତ ସମାଲୋଚନାର ଶିକାର ହେଉଥିଲେ। ତାଙ୍କ ଖେଳକୁ ନେଇ ପ୍ରଶ୍ନ ଉଠାଇଥିଲେ କ୍ରିକେଟପ୍ରେମୀ। ବିସିସିଆଇ ମଧ୍ୟ କଡା ନିଷ୍ପତ୍ତି ନେଇଥିଲେ। ରୋହିତଙ୍କୁ ରଣଜି ଖେଳିବାକୁ ପଡିଥିଲା। ଫେଲ ମାରିଥିଲେ ରୋହିତ। ଏଵେ ବାରବାଟୀ ତାଙ୍କ ପାଇଁ ଲକି ସାବ୍ୟସ୍ତ ହୋଇଛି।