ବାରହା ପାଇଁ ପଡ଼ିଥିବା ବିଦ୍ୟୁତ୍ ତାର ଲାଗି ବୃଦ୍ଧ ଅଚେତ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି |
ବୃଦ୍ଧ ଜଣକ ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଉଥିବା ବେଳେ ଗ୍ରାମ ନିକଟ ପେଟାପଲ୍ଲୀ ଠାରେ ଥିବା ଆମ୍ବ ତୋଟା ବିଲମାଳରେ ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର କାମ୍ପର ଗୋଡ଼ରେ ଗୁଡେଇ ହୋଇଥିଲା l ଖବର ପାଇଁ ପରିବାର ଲୋକେ ଉଦ୍ଧାର କରି